ବିରାଟଙ୍କ ବ୍ୟବସାୟ ସମ୍ଭାଳୁଛନ୍ତି ବଡ଼ ଭାଇ, ଜାଣନ୍ତୁ କୋହଲିଙ୍କ ପରିବାରରେ କିଏ ନେଉଛି ସବୁ ଦାୟିତ୍ୱ
ନୂଆଦିଲ୍ଲୀ: ବିରାଟ କୋହଲି ଆଜି ବିଶ୍ୱର ସବୁଠାରୁ ବଡ଼ କ୍ରିକେଟରମାନଙ୍କ ମଧ୍ୟରୁ ଜଣେ, ଯିଏ ଟେଷ୍ଟ ଏବଂ ଟି-୨୦ ଫର୍ମାଟରୁ ଅବସର ନେଇସାରିଛନ୍ତି। କୋହଲି ଏବେ କେବଳ ODI ଫର୍ମାଟରେ ଖେଳନ୍ତି।
ଏବେ ତାଙ୍କ ଭଣଜା…