CHARIDHAM

ଟିମ୍ ଇଣ୍ଡିଆ ପାଇଁ ଗୁଡ୍ ନ୍ୟୁଜ୍, ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳିପାରନ୍ତି ଜସପ୍ରିତ ବୁମରାହ

ନୂଆଦିଲ୍ଲୀ: ଏଜବାଷ୍ଟନରେ ଖେଳାଯିବ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଦ୍ୱିତୀୟ ଟେଷ୍ଟ୍‌ ମ୍ୟାଚ୍‌ । ଏହି ମ୍ୟାଚ୍ ପଇଁ ଭାରତୀୟ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଶନିବାର ଅର୍ଥାତ୍ ଜୁନ 28 ରେ ଟିମ ଇଣ୍ଡିଆର ଖେଳାଳିମାନେ…

କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ନିକଟରେ ଭୁଲ୍ ମାଗିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପୁରୀ:  ପୁରୀ ଶରଧାବାଲିରେ ଅଘଟଣ। ଦଳାଚକଟାରେ ଚାଲିଗଲା ୩ ଜଣଙ୍କ ଜୀବନ। ଏହାକୁ ନେଇ ଟ୍ୱିଟ୍ କରି କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କହିଲେ ଏହି ଅଘଟଣ ପାଇଁ ମୁଁ ଓ ସରକାର କ୍ଷମା ମାଗୁଛୁ। ଅବହେଲା…

କୋଲକାତା ଲ’ କଲେଜ ଗ୍ୟାଙ୍ଗରେପ୍ ମାମଲା, ସାମ୍ନାକୁ ଆସିଲା ରେପ୍ ବେଳର CCTV ଫୁଟେଜ୍

କୋଲକାତା: ଜୁନ୍ ୨୫ ତାରିଖରେ ଦକ୍ଷିଣ କୋଲକାତା ଆଇନ କଲେଜର ଜଣେ ୨୪ ବର୍ଷୀୟା ଛାତ୍ରୀଙ୍କୁ ଗାର୍ଡ ରୁମ୍‌ରେ ଦୁଇଜଣ ବରିଷ୍ଠ ଛାତ୍ର ଏବଂ ଜଣେ ପୂର୍ବତନ ଛାତ୍ର ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଲ କଲେଜ…

ଜଲଦି ଚେକ୍ କରନ୍ତୁ ପେଟ୍ରୋଲ-ଡିଜେଲ ଦର, ଅନେକ ସ୍ଥାନରେ କମିଲା ମୂଲ୍ୟ

ଭୁବନେଶ୍ବର: ପେଟ୍ରୋଲ ପକାଇବାକୁ ଯାଉଛନ୍ତି କି ? ତେବେ ଟାଙ୍କି ଭରିବା ପୂର୍ବରୁ ଜାଣି ରଖନ୍ତୁ ଆଜିର ତେଲ ଦର କେତେ ଅଛି । ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ପ୍ରତିଦିନ ତେଲର ନୂଆ ଦର…

ସିବିଏସଇ ସପ୍ଲିମେଣ୍ଟାରୀ ପରୀକ୍ଷା ୨୦୨୫: ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଟାଇମ ଟେବଲ ଜାରି, ଏହି ତାରିଖରୁ ଆରମ୍ଭ ହେବ ପରୀକ୍ଷା

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ୨୦୨୫ ମସିହାରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ସମୟ ସାରଣୀ ପ୍ରକାଶ କରିଛି। ଏହି ପରୀକ୍ଷାଗୁଡ଼ିକ ଜୁଲାଇ ୧୫, ୨୦୨୫ ଠାରୁ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଶିଶୁବାଟିକାରେ ନିଯୁକ୍ତି ହେବେ ଶିଶୁ ସେବିକା, ମିଳିବ ଦରମା

ଭୁବନେଶ୍ବର: ରାଜ୍ୟର ଶିଶୁବାଟିକାରେ ନିଯୁକ୍ତ ହେବେ ଶିଶୁ ସେବିକା । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝା ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଏହି ଶୁଶୁ ସେବିକାମାନେ ଶ୍ରେଣୀଗୃହରେ କୁନିପିଲାଙ୍କୁ ସହାୟତା କରିବେ । ଫଳରେ…

ପ୍ରଥମ ବିବାହରେ ନିର୍ଯ୍ୟାତନା, ଦ୍ୱିତୀୟରେ ମା’ ହେବାର ଅଧୁରା ସ୍ୱପ୍ନ, ଶେଫାଲିଙ୍କ କୋହଭରା କାହାଣୀ

ନୂଆଦିଲ୍ଲୀ: 'କାଣ୍ଟା ଲଗା' ସହିତ ଲକ୍ଷ ଲକ୍ଷ ହୃଦୟରେ ରାଜ କରିଥିବା ଶେଫାଲି ଜାରିୱାଲା ଆଉ ଏ ଦୁନିଆରେ ନାହାନ୍ତି। ୪୨ ବର୍ଷ ବୟସ, ଦୁଇଟି ବିବାହ, ପ୍ରେମ ସମ୍ପର୍କ, ତଥାପି ମାଆ ହେବାର ଏକ ଅଧୁରା ସ୍ୱପ୍ନ। କିନ୍ତୁ…

ଭାରତରେ ମୋବାଇଲ ୟୁଜର୍ସଙ୍କୁ ମିଳିଲା ଜରୁରୀକାଳୀନ ଆଲର୍ଟ ମେସେଜ, ଚାରିଆଡ଼େ ବାଜିଉଠିଲା ଫୋନ

ନୂଆଦିଲ୍ଲୀ: ଶନିବାର ଦିନ ଭାରତର କୋଟି କୋଟି ମୋବାଇଲ ବ୍ୟବହାରକାରୀଙ୍କ ଫୋନରେ ଏକ ଜରୁରୀକାଳୀନ ଆଲର୍ଟ ମେସେଜ ପହଞ୍ଚିଥିଲା, ଯାହା ସହିତ ଫୋନଗୁଡ଼ିକ ଜୋରରେ ବାଜି ଉଠିଥିଲା। ଏହି ଆଲର୍ଟ ଭାରତ ସରକାରଙ୍କ ଟେଲିକମ ବିଭାଗ…

ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୪ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା

ନୂଆଦିଲ୍ଲୀ: ଉତ୍ତରପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଆଗାମୀ 2 ଦିନ ଯାଏଁ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଉତ୍ତର ଓଡ଼ିଶା,…

ଏୟାରଟେଲର ୩୬୫ ଦିନିଆ ଶସ୍ତା ପ୍ଲାନ: କୋଟି କୋଟି ଗ୍ରାହକଙ୍କ ପାଇଁ ରିଚାର୍ଜ ଟେନସନ ଶେଷ

ଭାରତର ଦ୍ୱିତୀୟ ବୃହତ୍ ଟେଲିକମ କମ୍ପାନୀ ଏୟାରଟେଲ ନିକଟରେ ଏକ ଶସ୍ତା ଏବଂ ଦୀର୍ଘମିଆଦୀ ପ୍ରିପେଡ ପ୍ଲାନ ଆରମ୍ଭ କରିଛି, ଯାହା କୋଟି କୋଟି ଗ୍ରାହକଙ୍କୁ ବର୍ଷଭର ରିଚାର୍ଜର ଚିନ୍ତାରୁ ମୁକ୍ତି ଦେଇଛି। ଏହି…