ପୁରୀ ଶରଧାବାଲି ଦଳାଚକଟା, ଭକ୍ତଙ୍କ ମୃତ୍ୟୁ, “୧୦୦ ବର୍ଷ ଭିତରେ ଏଭଳି ଅଘଟଣ ଘଟିନଥିଲା”
ପୁରୀ: ପୁରୀ ଶରଧାବାଲିରେ ଠେଲାପେଲାରେ ଭକ୍ତଙ୍କ ମୃତ୍ୟୁ। ତେଜିଲା ରାଜନୈତିକ ଚର୍ଚ୍ଚା। ସରକାରଙ୍କ ଉପରେ ବର୍ଷିଲେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।
କାରଣ ଆଜି ଭୋରୁ ଭୋରୁ ରଥରେ ତିନି ଠାକୁରଙ୍କ…