ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଲା ସୁପ୍ରିମକୋର୍ଟଙ୍କଠାରୁ ବଡ଼ ଆଶ୍ୱସ୍ତି, ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ମାମଲା

ନୂଆଦିଲ୍ଲୀ: ବଲିଉଡ ଫିଲ୍ମ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ମିଳିଲା ବଡ ଆଶ୍ୱସ୍ତି। ସିବିଆଇ ପକ୍ଷରୁ ଜାରି ଲୁକ ଆଉଟ ସର୍କୁଲାର ବର୍ତ୍ତମାନ ରଦ୍ଧ ହୋଇଛି। ସୁପ୍ରିମକୋର୍ଟ ବମ୍ବେ…

ଟ୍ରମ୍ପଙ୍କ ରାଜନୈତିକ ବୟାନବାଜି, କମଲାଙ୍କୁ ଛୁଆ କହି ଉଡାଇଲେ ମଜା

ଓ୍ଟାସିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନକୁ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି ବାକ୍ ଯୁଦ୍ଧ । ପୁଣି ଥର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କମଲା ହାରିସଙ୍କ ଉପରେ ରାଜନୈତିକ ବୟାନବାଜି କରିଛନ୍ତି ।…

Dhanteras 2024: ଧନତେରସରେ ଏହି ଜିନିଷ କିଣିବା ଜରୁରୀ, ନକିଣିଲେ ଘରୁ ଚାଲିଯିବେ ଲକ୍ଷ୍ମୀ!

ଭୁବନେଶ୍ବର:ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଧନତେରସ ପାଳିତ ହୋଇଥାଏ । କୁହାଯାଏ ଏହି ଦିନରେ ଅଳଙ୍କାର କିଣିବା ଦ୍ବାରା ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିବେଚନା କରାଯାଇଥାଏ । ଧନ ସମୃଦ୍ଧି ମଧ୍ୟ ବୃଦ୍ଧି ପାଇଥାଏ । ତେବେ…

ମୃତ୍ୟୁ ପୂର୍ବରୁ ଏମିତି ସଂପତ୍ତିକୁ ଭାଗ କରିଥିଲେ ରତନ ଟାଟା, କୁକୁର ‘ଟିଟୋ’ଠାରୁ ଷ୍ଟାଫ ପର୍ଯ୍ୟନ୍ତ ସମସ୍ତେ ମାଲାମାଲ

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ରତନ ଟାଟା ଅକ୍ଟୋବର ୯ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏହା ପୂର୍ବରୁ ସେ ତାଙ୍କ ପ୍ରିୟ ଜର୍ମାନ ସିଫର୍ଡ, ‘ଟିଟୋ’ର ଆଜୀବନ ଦେଖାଶୁଣା ପାଇଁ ସମସ୍ତ ପ୍ରସ୍ତୁତି କରିଥିବା ଏକ…

ପୁଣି ଚର୍ଚ୍ଚାରେ ଝାରପଡ଼ା ଜେଲ୍: ୱାର୍ଡରଙ୍କୁ ଆକ୍ରମଣ କଲେ କିଛି କଏଦୀ

ଭୁବନେଶ୍ୱର: ପୁଣି ଚର୍ଚ୍ଚାକୁ ଆସିଛି ଝାରପଡ଼ା ଜେଲ । ଜେଲ ଭିତରେ ମାରପିଟ୍ ହେବା ଘଟଣା ସାମ୍ନାକୁ ଆସିଛି । ଜେଲ ଭିତରେ ୱାର୍ଡରଙ୍କୁ କିଛି କଏଦୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । କାହିଁକି ଜେଲ ୱାର୍ଡରଙ୍କୁ ଆକ୍ରମଣ…

ଲେବାନନରେ ଇସ୍ରାଏଲର ଭୟଙ୍କର ଆକ୍ରମଣ, ୩ ଜଣ ସାମ୍ବାଦିକଙ୍କର ଚାଲିଗଲା ପ୍ରାଣ

ନୂଆଦିଲ୍ଲୀ: ଲେବାନନରେ ଇସ୍ରାଏଲ ପକ୍ଷରୁ ଲଗାତାର ଭୟଙ୍କର ଆକ୍ରମଣ କରାଯାଉଛି । ଏହାରି ମଧ୍ୟରେ ଦକ୍ଷିଣ-ପୂର୍ବ ଲେବାନନରେ କରାଯାଇଥିବା ବିସ୍ଫୋରଣରେ ତିନି ଜଣ ମିଡିଆ କର୍ମୀଙ୍କର ମୃତ୍ୟୁ ଘଟିଛି । ଲେବାନନର ସରକାରୀ…

Breaking; କନ୍ଧମାଳରେ ଏନକାଉଣ୍ଚର, ଜଣେ ମାଓବାଦୀ ନିପାତ

ଭୁବନେଶ୍ବର: କନ୍ଧମାଳରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ଜଣେ ମାଓବାଦୀ ନିପାତ ହୋଇଥିବା ସୂଚନା ରହିଛି । କନ୍ଧମାଳରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ବାଲଗୁଡା…

କରହଲ ଉପନିର୍ବାଚନ: ଯାଦବଙ୍କ ଭିତରେ ଲଢେଇ, ବିଜେପି ଖେଳିଛି ଜାତିଗତ କାର୍ଡ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଜମୁଛି ଉପ ନିର୍ବାଚନ ପାଇଁ ମାହୋଲ । ସବୁ ଦଳ ନିଜକୁ ନିର୍ବାଚନ ପାଇଁ ପ୍ରସ୍ତୁତ କରୁଛନ୍ତି । କରହଲ ସିଟ ଛାଡି ସପା ମୁଖ୍ୟ ଅଖିଲେଶ ଯାଦବ ସଂସଦ ହେବା ପରେ ଏହି ଆସନରେ ବାଇ ଇଲେକ୍ସନ ହେଉଛି…

ବ୍ରହ୍ମପୁର MKCGରେ ଏମବିବିଏସର ଛାତ୍ରଙ୍କୁ ରାଗିଂ ଅଭିଯୋଗ! ତଦନ୍ତ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ବ୍ରହ୍ମପୁର ଏମକେସିଜିରେ ଏମବିବିଏସର ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ହଷ୍ଟେଲରେ ଏକାଧିକ ଛାତ୍ରଙ୍କୁ ରାଗିଂ ହେଉଥିବା ଜଣାପଡିଛି । ଏନେଇ ନ୍ୟାସନାଲ ମେଡିକାଲ କାଉନସିଲ ନିକଟରେ…

Cyclone Update : କାହିଁକି ବିଳମ୍ବ ହେଲା ଲ୍ୟାଣ୍ଡଫଲ ପ୍ରକ୍ରିୟା? ଜାଣନ୍ତୁ ଦାନା ଦୁର୍ବଳ ହେବାର କାରଣ

ଭୁବନେଶ୍ବର: ଗୁରୁବାର ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ଦାନା । ତେବେ ଲ୍ୟାଣ୍ଡଫଲ ଯେଉଁ ସମୟ ମଧ୍ୟରେ ଶେଷ ହେବା ନେଇ ଆକଳନ କରାଯାଉଥିଲା ତାହା ହୋଇପାରିନଥିଲା । ହଠାତ୍ ଦୁର୍ବଳ ହୋଇଯାଇଥିଲା ବାତ୍ୟା ଦାନା…