CM ପଦରୁ ହଟିବେ ନୀତିଶ! ଲାଲୁଙ୍କ ଚକ୍ରବ୍ୟୁହରୁ କେମିତି ଖସିବେ, BJPର ଭବିଷ୍ୟବାଣୀକୁ ନେଇ ବିହାର ରାଜନୀତି ହଲଚଲ
ନୂଆଦିଲ୍ଲୀ: ଗତ ଜୁନ ମାସରେ ଶିବସେନାକୁ ବିଭାଜନ କରି ମହାରାଷ୍ଟ୍ରରେ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ସରକାର ଗଠନ କରିବାର ସକ୍ଷମ ହୋଇଥିଲା ବିଜେପି । ତେବେ ମହାରାଷ୍ଟ୍ରର ଫର୍ମୂଲା ବିଜେପି ବିହାରରେ ଲାଗୁ କରିବାକୁ…