୪୯ ସେକେଣ୍ଡରେ ୧୦୦ ମିଟର ପ୍ରତିଯୋଗିତା ପୂରା କରି ଚର୍ଚ୍ଚାକୁ ଆସିଲେ ୮୦ ବର୍ଷିୟା ବୃଦ୍ଧା
ଉତ୍ତରପ୍ରଦେଶର ମେରଟରେ ଚାଲୁଥିବା ଜଣେ ବୃଦ୍ଧ ମହିଳାଙ୍କ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭାଇରାଲ୍ ଭିଡିଓରେ, ଜଣେ ବୃଦ୍ଧ ମହିଳା ୧୦୦ ମିଟର ପ୍ରତିଯୋଗିତାରେ ଭାଗ ନେଇଥିଲେ । ଆପଣ ଜାଣି…