‘ସେ ମୋତେ ରୋକିଲେ, ଜବରଦସ୍ତ ଛୁଇଁଲେ, ଆଉ ତା’ପରେ..’. ଦିନ ଦ୍ୱିପ୍ରହରେ ମହିଳାଙ୍କ ସହ ଅଶ୍ଳୀଳତା
ନୂଆଦିଲ୍ଲୀ: ବେଙ୍ଗାଲୁରୁ ପାଖରେ ରେଣୁକା ୟେଲଲମା ଲେଆଉଟରେ ରବିବାର ଦିନ ଜଣେ ମହିଳାଙ୍କ ସହ ଦିନ ଦ୍ୱିପ୍ରହରରେ ଅସଦାଚରଣ ଏବଂ ମାରପିଟ କରିବାର ମାମଲା ସାମ୍ନାକୁ ଆସିଛି।
ଏହି ସମଗ୍ର ଘଟଣା ସିସିଟିଭିରେ କଏଦ ହୋଇଛି।…