CHARIDHAM

ତେହେରାନର ଅସ୍ତ୍ରଶସ୍ତ୍ର, ଚୀନର ବାରୁଦ! ସାମ୍ନାକୁ ଆସିଲା ଏମିତି ସତ…

ବେଜିଂ,୨୩ା୬: ୨୦୨୫ ପ୍ରାରମ୍ଭରେ ଏକ ରହସ୍ୟମୟ ଘଟଣା ଅନ୍ତର୍ଜାତୀୟ ସୁରକ୍ଷା ବିଶେଷଜ୍ଞଙ୍କ ନିଦ ହଜାଇ ଦେଇଥିଲା। ଦୁଇଟି ଇରାନୀ ଜାହାଜ - ଗୋଲବାନ ଏବଂ ଜୟରାନ - ଚୁପଚାପ୍ ଚୀନର ତାଇକାଙ୍ଗ ବନ୍ଦର ଛାଡି ତିନି ସପ୍ତାହ…

“ମୁଁ ରାଜ୍ୟସଭା ଯିବିନି..”, ଲୁଧିଆନା ଉପନିର୍ବାଚନରେ AAPର ବିଜୟ ପରେ ଏମିତି କହିଲେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଦିନ କହିଛନ୍ତି ଯେ, ସେ ରାଜ୍ୟସଭା ଯିବେ ନାହିଁ। ପଞ୍ଜାବର ଲୁଧିଆନା ପଶ୍ଚିମ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଦଳର…

ହଠାତ୍ ମଣିଷ ପରି ସାମ୍ନାରେ ଠିଆ ହୋଇଗଲା କିଙ୍ଗ୍ କୋବ୍ରା, ଭିଡିଓ ଦେଖିଲେ ଟାଙ୍କୁରି ଉଠିବ ଲୋମ

ସାପକୁ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ପ୍ରାଣୀ ମଧ୍ୟରେ ବିବେଚନା କରାଯାଏ ଏବଂ ଯେତେବେଳେ କିଙ୍ଗ୍‌ କୋବ୍ରା କଥା ଆସେ ଭୟର ପରିମାଣ ଆହୁରି ବଢ଼ିଯାଏ। କିଙ୍ଗ୍‌ କୋବ୍ରାର ଏକ ଭୟଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ…

୫୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, କହିଲେ ଯୁବ ସମାଜ ପାଇଁ ଆସୁଛି ଏକ ସୁବର୍ଣ୍ଣ ଯୁଗ

ଭୁବନେଶ୍ୱର,୨୩ା୬: ଓଡ଼ିଶାର ଯୁବ ସମାଜ ପାଇଁ ଏକ ସୁବର୍ଣ୍ଣ ଯୁଗ ଆସୁଛି ସବୁ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହେଇଛି। ଓଡ଼ିଶା ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତି…

ସୋସିଆଲ ମିଡିଆରେ ଅମିତାଭ ବଚ୍ଚନ କଲେ ଏକ ବଡ଼ ଭୁଲ, କ୍ଷମା ମାଗି କହିଲେ…

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ଗତ 5 ଦଶନ୍ଧି ଧରି ଚଳଚ୍ଚିତ୍ର କରିଆସୁଛନ୍ତି । ତାଙ୍କୁ ପ୍ରତ୍ୟେକ ଯୁଗର ଅଭିନେତା ଭାବରେ ବିବେଚନା କରାଯାଏ କାରଣ ସେ ପ୍ରତ୍ୟେକ ଯୁଗ ଅନୁସାରେ ନିଜକୁ ପରିବର୍ତ୍ତନ…

ଭିଜିଲାନ୍ସ ଜାଲରେ ସିଡିପିଓ ଏବଂ କିରାଣୀ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ଭୁବନେଶ୍ୱର: ଆକ୍ସନ ମୋଡରେ ଭିଜିଲାନ୍ସ। ଭିଜିଲାନ୍ସ ଜାଲରେ ସିଡିପିଓ ଏବଂ କିରାଣୀ ଧରାପଡ଼ିଛନ୍ତି। ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଗଲେ। ବିଷମକଟକ ବ୍ଲକ ସିଡିପିଓ ସୁଶୀଳ ଶବର। କିରାଣୀ ରାମଚନ୍ଦ୍ର ପାତ୍ର…

କମେଡିଆନ୍ ହାଡ଼ୁଙ୍କ ଅବସ୍ଥା ଗୁରୁତର! ତତଲା ତେଲ କଡ଼େଇରେ ପଡ଼ି ଜଳିଯାଇଛି ୮୫% ଶରୀର

ଭୁବନେଶ୍ୱର: ଓଡ଼ିଆ ସିନେମା ତଥା ସିରିଏଲ୍ ଜଗତରେ ଅଭିନୟ କରି ଲୋକଙ୍କ ଗହଣରେ ନିଜର ପରିଚୟ ସୃଷ୍ଟି କରିପାରିଥିବା ହାଡ଼ୁ ଭାଇଙ୍କୁ ନେଇ ଆସିଛି ଦୁଃଖ ଖବର । ହାଡ଼ୁଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଗୁରୁତର । ଏମ୍ସର…

ସ୍ତ୍ରୀର ମେରୁଦଣ୍ଡ ଭାଙ୍ଗି ତିନତଲାକ ଦେଇଦେଲେ… ବିବାହରେ ଗାଡ଼ି ନପାଇ ଦନ୍ତ ଚିକିତ୍ସକ ସ୍ୱାମୀ ପାଲଟିଗଲେ ରାକ୍ଷସ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଯୌତୁକ ପାଇଁ ଜଣେ ମହିଳାଙ୍କୁ ନିର୍ଯାତନା ଦେବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ, ଦନ୍ତ ଚିକିତ୍ସକ ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକେ ଗାଡ଼ି ନ…

(Video) ପଦାରେ ପଡିଲା ମାମୁଁ-ଭାଣେଜୀଙ୍କ Love Story! ଘର ଭିତରେ ମାମୁଁ ସହ ଖେଳ କରୁଥିଲା ଭାଣେଜୀ… ଶାଶୂ ଦେଇଦେଲା କବାଟ

ଖୋର୍ଦ୍ଧା: ରାତି ଅଧରେ ଭାଣିଜୀ ଘର ଭିତରେ ପଶିଥିଲା ମାମୁଁ । ସ୍ୱାମୀ ଡ୍ୟୁଟିକୁ ଯାଉଥିବାବେଳେ ପାହାନ୍ତାରେ ମାମୁଁକୁ ଘରକୁ ଡାକିଥିଲା ଭାଣେଜୀ । ଆଉ ଝରକା କଣରେ ଛିଡା ହୋଇ ଶାଶୂ ଦେଖୁଥିଲା ସବୁ । ଖୋର୍ଦ୍ଧା…

ଅଗ୍ନିବୀର ନିଯୁକ୍ତି ୨୦୨୫: ୩୦ ଜୁନରୁ ୧୦ ଜୁଲାଇ ପର୍ଯ୍ୟନ୍ତ ପରୀକ୍ଷା, ହେବ ଆଖିର ସ୍କାନିଂ, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଭାରତୀୟ ସେନା ଅଗ୍ନିବୀର ନିଯୁକ୍ତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ବର୍ତ୍ତମାନ ପରୀକ୍ଷା ପ୍ରାର୍ଥୀଙ୍କ ପରିଚୟ ସୁନିଶ୍ଚିତ କରିବା ଲାଗି ଆଖିର ସ୍କାନିଂ କରାଯିବ। ଏହି ନୂଆ…