ଭାରତରେ ୮ ନଭେମ୍ବରରେ ଦେଖାଯିବ ଚନ୍ଦ୍ରଗ୍ରହଣ: ସୂତକ କାଳ ଲାଗିବା ପୂର୍ବରୁ କରିଦିଅନ୍ତି ଏହି ୩ କାମ
ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୮ ନଭେମ୍ବର ଅର୍ଥାତ୍ କାଲି ଲାଗିବାକୁ ଯାଉଛି । ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ, ଯେଉଁଥିପାଇଁ ଏହାର ସୂତକ କାଳ ବି ମାନିବାକୁ ପଡ଼ିବ । ଭାରତୀୟ ସମୟ ଅନୁସାରେ, ୮ ନଭେମ୍ବରରେ…