୫ ମିନିଟରେ ପହଞ୍ଚିବେ ବୃନ୍ଦାବନରେ, ୧୬୪୫.୭୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ନୂତନ ବାଇପାସ୍
ମଥୁରା: ବୃନ୍ଦାବନକୁ ଯିବା ହେଲା ସହଜ। ମାତ୍ର କେଇ ମିନିଟରେ ଆପଣ ପହଞ୍ଚି ପାରିବେ ବୃନ୍ଦାବନରେ। ୟୁପିର ରାଜପଥ ପ୍ରକଳ୍ପ ଏବେ ଆଞ୍ଚଳିକ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବା ଦିଗରେ ଅଗ୍ରସର ହେଉଛି। ଏହା…