DL କିମ୍ବା ଗାଡ଼ି ରେଜିଷ୍ଟ୍ରେସନ୍, RTO ସହ ଜଡିତ ୫୮ ସେବା ପାଇଁ ଏହି ନୂତନ ସୁବିଧା ଉପଲବ୍ଧ
ନୂଆଦିଲ୍ଲୀ: ଏବେ ଡ୍ରାଇଭ୍ ଲାଇସେନ୍ସ, ଗାଡ଼ି ରେଜିଷ୍ଟ୍ରେସନ୍ ଏବଂ ଗାଡ଼ିର ମୂଳ ମାଲିକାନା ସ୍ଥାନାନ୍ତରଣ ଭଳି ୫୮ କାର୍ଯ୍ୟ ପାଇଁ ଆରଟିଓ ଯିବା ଜରୁରୀ ନୁହେଁ। ସଡ଼କ ପରିବହନ ମନ୍ତ୍ରଳାୟ ଏକ ଏପରି ବ୍ୟବସ୍ଥା କରିଛନ୍ତି…