ସ୍ୱପ୍ନରେ ନିଜର ମୃତ୍ୟୁ ଓ ସାପ କାମୁଡ଼ିବା ଦେଖୁଛନ୍ତି କି ? ଜାଣନ୍ତୁ ଏହାର କ’ଣ ରହିଛି ଅର୍ଥ
ଶୋଇବା ସମୟରେ ପ୍ରାୟତଃ ସମସ୍ତେ ସ୍ୱପ୍ନ ଦେଖନ୍ତି । ବେଳେବେଳେ ଏହି ସ୍ୱପ୍ନଗୁଡ଼ିକ ଖରାପ ଥାଏ, ଯାହା ଆମକୁ ନିଦରୁ ଜାଗ୍ରତ କରେ ଓ ବେଳେବେଳେ ସ୍ୱପ୍ନଗୁଡିକ ଏତେ ଭଲ ଯେ ଆମକୁ ଗଭୀର ନିଦ ହୋଇଯାଏ । ଯଦି ଆମେ ସ୍ୱପ୍ନ…