ମୋର୍ବି ବ୍ରିଜ୍ ଦୁର୍ଘଟଣାର ନୂଆ ଖୁଲାସା: ୨ କୋଟିର କାମକୁ ମାତ୍ର ୧୨ଲକ୍ଷ ଟଙ୍କାରେ ସାରି ଦିଆଯାଇଥିଲା

ଅହମ୍ମଦାବାଦ: ଗୁଜୁରାଟର ମୋର୍ବିରେ ହୋଇଥିବା ବ୍ରିଜ ଦୁର୍ଘଟଣାର ତଦନ୍ତରେ ଦିନକୁ ଦିନ ନୂଆ ଖୁଲାସା କରାଯାଉଛି । ବର୍ତ୍ତମାନ ଏହା ସାମ୍ନାକୁ ଆସିଛି ଯେ ଓରେୱା ବ୍ରିଜର ମରାମତି ପାଇଁ ୨ କୋଟି ଟଙ୍କା ମିଳିଥିଲା ।…

ୟୁଟ୍ୟୁବ୍‌ରେ ବେଆଇନ୍ ଅପ୍‌ଲୋଡ୍ ଅଭିଯୋଗ, ସାଇବର ଥାନାରେ ଦମନ ପ୍ରଯୋଜକ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ରିଲିଜ୍ ହେଉ ହେଉ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ଅନ୍‌ଲାଇନ୍ ପାଇରେସି ହୋଇଥିବା ଅଭିଯୋଗ ହୋଇଛି । କିଛି ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ସମ୍ପୂର୍ଣ୍ଣ ଚଳଚ୍ଚିତ୍ରଟି ଅପଲୋଡ ହୋଇଛି । ଏ ନେଇ…

କିଏ ଜିତିବ ଧାମନଗର ବାଜି ?ସକାଳ ୮ଟାରୁ ଗଣତି, ଆଜି ଫଳାଫଳ

ଭୁବନେଶ୍ୱର:ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ପରେ ଧାମନଗରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନଭେମ୍ବର ୩ ତାରିଖରେ ମତଦାନ ହୋଇଥିଲା ଏବଂ ରବିବାର ଅର୍ଥାତ ଆଜି ନିର୍ବାଚନ ଫଳ ପ୍ରକାଶ ପାଇବ । ତେବେ…

ପ୍ଲାଷ୍ଟିକ୍ ବର୍ଜ୍ୟମୁକ୍ତ ବାଲିଯାତ୍ରା ପାଇଁ ସଚେତନତା ଶୋଭାଯାତ୍ରା, ‘ମୋ ପ୍ଲାଷ୍ଟିକ ମୋ ଦାୟିତ୍ୱ’ କାର୍ଯ୍ୟକ୍ରମର ଶୁଭାରମ୍ଭ

କଟକ(ଭାସ୍କର ନ୍ୟୁଜ୍‌): ଐତିହାସିକ ବାଲିଯାତ୍ରାକୁ ପ୍ଲାଷ୍ଟିକ୍ ବର୍ଜ୍ୟମୁକ୍ତ କରିବା ପାଇଁ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ଶନିବାର ପୂର୍ବାହ୍ନରେ ଚୈାଧୁରୀ…

୧୩୦ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୯ଟି ବୋର୍ଡ ସ୍ପେଶାଲିଟି ବିଭାଗରେ ୧୩୦ ଜଣ ଓଡିଶା ମେଡିକାଲ ଶିକ୍ଷା ସେବା ସମ୍ବର୍ଗ (ଓଏମଇଏସ୍ କ୍ୟାଡର)ର ସହକାରୀ ପ୍ରାଧ୍ୟାପକଙ୍କ ନିଯୁକ୍ତି…

୯ରୁ ନୂତନ ଭୋଟର ତାଲିକା ପାଇଁ ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ୨୦୨୩ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ସାରାଦେଶରେ ନଭେମ୍ବର ୯ ତାରିଖରୁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବ । ଏହା ଡିସେମ୍ବର ୮ ତାରିଖ…

ଅଲଗା ହୋଇଯିବେ ଷ୍ଟାର ଦମ୍ପତି ସାନିଆ-ଶୋଏବ! ପାକିସ୍ତାନୀ ମିଡ଼ିଆରେ ଜୋରଦାର ଚର୍ଚ୍ଚା

ନୂଆଦିଲ୍ଲୀ: ଟେନିସ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସାନିଆ-ଶୋଏବଙ୍କୁ ନେଇ ପାକିସ୍ତାନୀ ମିଡ଼ିଆରେ ଏକ ବଡ଼ଧରଣର ଚର୍ଚ୍ଚା ହେଉଛି । ଗତ ୨୦୧୦ରେ…

KGF Star ରକିଭାଇଙ୍କ ଷ୍ଟାରଡମ୍ ଆକାଶକୁ ଛୁଇଁଛି: ବାପା କିନ୍ତୁ ଆଜି ବି ବସ୍ ଡ୍ରାଇଭିଂ କରୁଛନ୍ତି!

ନୂଆଦିଲ୍ଲୀ: କେଜିଏଫ ଷ୍ଟାର ୟଶ ଓରଫ ରକିଭାଇଙ୍କୁ କିଏ ବା ନ ଜାଣେ । କେଜିଏଫ ଫିଲ୍ମ ମାଧ୍ୟମରେ ଖୁବ୍ କମ୍ ସମୟରେ ସାଉଥ ଷ୍ଟାର ୟଶ ନିଜର ଏକ ସ୍ୱତନ୍ତ୍ର ଷ୍ଟାରଡମ୍ ତିଆରି କରିବାରେ ସକ୍ଷମ ହୋଇଥିଲେ । କେଜିଏଫ ପାଇଁ…

ସାଇରସ୍ ମିସ୍ତ୍ରୀ ଦୁର୍ଘଟଣା: ମହିଳା ଗାଡ଼ି ଚାଳକଙ୍କ ନାମରେ ଦାୟର ହେଲା ମାମଲା

ନୂଆଦିଲ୍ଲୀ: ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ମାମଲାରେ ଏକ ନୂଆ ଅପଡେଟ୍ ଆସିଛି । ଏହି ମାମଲାରେ ପୋଲିସ ଗାଡ଼ି ଡ୍ରାଇଭର ଅନହିତା ପଣ୍ଡୋଲାଙ୍କ ନାମରେ କେସ୍ ଦାୟର କରିଛି । ଦୁର୍ଘଟଣା…

ସଡ଼କ ଦୁର୍ଘଟଣା ଆହତଙ୍କୁ ମାଗଣା ଚିକିତ୍ସା: ୧୮ଟି ଘରୋଇ ହସ୍ପିଟାଲରେ ମିଳିବ ସେବା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ହ୍ରାସ କରିବାକୁ ରାଜ୍ୟ ସରକାର ନୂଆ ପଦକ୍ଷେପ ନେଇଛନ୍ତି । ପୂର୍ବରୁ ଦୁର୍ଘଟଣାଜନିତ ଆହତଙ୍କ…