ଧନତେରସରେ କାହିଁକି କିଣନ୍ତି ସୁନା ଓ ପିତ୍ତଳ ? ଜାଣନ୍ତୁ ଏହା ପଛର ପ୍ରକୃତ ମହତ୍ୱ ଏବଂ କାରଣ
ପ୍ରତିବର୍ଷ ଧନତେରସ କିମ୍ବା ଧନତ୍ରୟୋଦଶୀ ତିଥିରେ ସୁନା, ରୂପା, ପିତ୍ତଳ ଇତ୍ୟାଦିରେ ନିର୍ମିତ ମୂଲ୍ୟବାନ ଜିନିଷ କିଣିବାର ପରମ୍ପରା ରହିଛି | କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଧନତେରସ ପର୍ବ ପାଳନ…