ଘଣ୍ଟି ବଜାଇବା ପରେ ହିଁ କାହିଁକି ଠାକୁରଙ୍କ ପାଖକୁ ଯାଆନ୍ତି? ଜାଣନ୍ତୁ କାରଣ
ଆପଣ ମାନେ କୌଣସି ମନ୍ଦିର ଭିତରକୁ ପ୍ରବେଶ କରିବା ସମୟରେ ଘଣ୍ଟି ବଜାନ୍ତି । ହେଲେ ଅଧିକାଂଶ ଏହା ଜାଣି ନଥିବେ ଯେ ଏପରି କାହିଁକି କରାଯାଏ । ଘଣ୍ଟି ବଜାଇବା ଦ୍ୱାରା କଣ ହୋଇଥାଏ ? ଘଣ୍ଟି ବଜାଇବା ପରେ ହିଁ କାହିଁକି…