Video: ୩ ସେକେଣ୍ଡରେ ୫୦ ଫୁଟ ଉଚ୍ଚରୁ ଖସିଲା ଦୋଳି, ମହିଳା ଏବଂ ଶିଶୁ ସମେତ ୧୦ ଆହତ

ନୂଆଦିଲ୍ଲୀ: ସୋମବାର ବିଳମ୍ବିତ ରାତିରେ ପଞ୍ଜାବର ମୋହାଲି ସହରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମୋହାଲି ମେଳାରେ ହଠାତ୍ ଏକ ଦୋଳି ଭାଙ୍ଗି ୫୦ ଫୁଟ ଉପରୁ ଖସି ପଡିଛି। ଦୋଳି ଝୁଲୁଥିବା ସମୟରେ ଦୋଳି ଖସି ପଡିବାରୁ ଏଥିରେ…

Cyrus Mistry death;ଟ୍ରାଫିକ ନିୟମ ଅବମାନନା ସହ ଦ୍ରୁତଗତି ପାଇଁ ଗଲା ହରାଇଲେ ଜୀବନ

ମୁମ୍ବାଇ : ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ବିଳାସପୂର୍ଣ୍ଣ କାର ଯେଉଁଥିରେ ପୂର୍ବତନ ଟାଟା ସନ୍ସ ଚେୟାରମ୍ୟାନ୍ ସାଇରସ୍ ମିସ୍ତ୍ରୀ ଯାତ୍ରା କରୁଥିଲେ, ଏକ ଡିଭାଇଡରକୁ ଧକ୍କା ଦେବା ପରେ ଘଟଣା ସ୍ଥଳରେ…

ଏହା ଅଲୌକିକ ନା ଲୌକିକ! ଏଭଳି ଗାଁ ଯେଉଁଠାରେ ସବୁବେଳେ ଲୋକେ ଶୋଇଥାନ୍ତି

ନୂଆଦିଲ୍ଲୀ: ଦୁନିଆରେ ଏମିତି ଅନେକ ସ୍ଥାନ ରହସ୍ୟମୟ ରହିଛି, ଯେଉଁଠାରେ କିଛି ନା କିଛି ଅଘଟଣ ଘଟେ । ଏମିତି କିଛି ଲୋକଙ୍କ ସାମ୍ନାକୁ ଆସେ ତ ଆଉ କିଛି ରହସ୍ୟ ହୋଇ ରହିଯାଏ । ବୈଜ୍ଞାନିକମାନେ ବି ଏପରି ରହସ୍ୟ ଜାଣିବାରେ…

ଦୁଇଦିନିଆ ଓଡିଶା ଗସ୍ତରେ ବିଜେପି ରାଜ୍ୟ ପ୍ରଭାରୀ

ଭୁବନେଶ୍ୱର:ବିଜେପିର ନବ ନିଯୁକ୍ତ ରାଜ୍ୟ ପ୍ରଭାରୀ ସୁନୀଲ ବଂସଲ ସୋମବାର ଦିନ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ । ବିଜେପି ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମଧ୍ୟାହ୍ନ ସମୟରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ…

ଗୁରୁଙ୍କ ପାଇଁ ଦିନଟିଏ: ତୂଳୀରେ ତସ୍ମୈଶ୍ରୀ ଗୁରୁବେ ନମଃ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଗୁରୁଶିଷ୍ୟର ପରମ୍ପରା ଅତ୍ୟନ୍ତ ନିଆରା । ଗୁରୁ ବିନା ଶିଷ୍ୟର ଭବିଷ୍ୟତ ଅନ୍ଧକାର । ତେଣୁ ପ୍ରତ୍ୟେକ ବ୍ୟକ୍ତି ଗୁରୁଙ୍କ ଆଶିର୍ବାଦରୁ ସମାଜରେ ପ୍ରତିଷ୍ଠା ଅର୍ଜନ କରିଥାନ୍ତି। ତେବେ…

କେବଳ ୫୦୦୦ ଟଙ୍କା ଦେଇ ଡାକ ବିଭାଗର ଏକ ଫ୍ରାଞ୍ଚାଇଜ୍ ନିଅନ୍ତୁ, ହେବ ବଢିଆ ରୋଜଗାର

ନୂଆଦିଲ୍ଲୀ: ସାରା ଭାରତରେ ୩ ଲକ୍ଷରୁ ଅଧିକ ଡାକଘର ଅଛି। ଏହି ଡାକଘରଗୁଡ଼ିକ କେବଳ ଚିଠି କିମ୍ବା ପାର୍ସଲ ବିତରଣର କାର୍ଯ୍ୟ କରନ୍ତି ନାହିଁ, ବରଂ ସଞ୍ଚୟ ଯୋଜନା ଏବଂ ବୀମା ପରି ଆର୍ଥିକ ସେବା ମଧ୍ୟ ପ୍ରଦାନ କରନ୍ତି।…

ରାଶିଫଳ(ସୋମବାର,୦୫ ସେପ୍ଟେମ୍ବର,୨୦୨୨)

ମେଷ - ଚାକିରି ବ୍ୟବସାୟରେ ଉର୍ଣ୍ଣତି, ଜନସମ୍ପର୍କ ବୃଦ୍ଧି, ମାତ୍ର ମାତୃ ଓ ସ୍ତ୍ରୀ ବର୍ଗରେ ପିଡା ଯୋଗ ରହିବ, କର୍ମକ୍ଷେତ୍ରରେ ଅନୁକୂଳ ପରିବେଷ ରହିବ, ଆଥିକ ପରିସ୍ଥିତି ଭଳ ରହିବ, ଶିକ୍ଷାର୍ଥି ନୂତନ…

ଏସିଆ କପ୍ ସୁପର୍ ୪: ରୋମାଞ୍ଚକର ମୁକାବିଲାରେ ଭାରତକୁ ୫ ୱିକେଟରେ ପରାସ୍ତ କଲା ପାକିସ୍ତାନ

ନୂଆଦିଲ୍ଲୀ: ସୁପର ଫୋରର ପ୍ରଥମ ମ୍ୟାଚରେ ପାକିସ୍ତାନ ଟିମ୍ ଇଣ୍ଡିଆକୁ ୫ ୱିକେଟରେ ପରାସ୍ତ କରିଛି।  ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ ଚମତ୍କାର ୬୦ ରନ୍ ବଳରେ ଟିମ୍ ଇଣ୍ଡିଆ ସାତୋଟି ଉଇକେଟ୍…

Teachers Dayରେ ୪୬ ଜଣ ଶିକ୍ଷକଙ୍କୁ National Award ପ୍ରଦାନ କରିବେ ରାଷ୍ଟ୍ରପତି, ଦେଖନ୍ତୁ ଲିଷ୍ଟରେ ଓଡ଼ିଶାରୁ କେତେଜଣ

ନୂଆଦିଲ୍ଲୀ: ସେପ୍ଟେମ୍ବର ୫ ତାରିଖ ଶିକ୍ଷକ ଦିବସ ଅବସରରେ ଜାତୀୟ ପୁରସ୍କାର ପାଇବେ ଦେଶର ୪୬ ଜଣ ଶିକ୍ଷକ । ଏହି ଶିକ୍ଷକମାନଙ୍କୁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ ପୁରସ୍କାର ପ୍ରଦାନ କରିଥିଲେ । ସେହିପରି…

ସୌର ଜଗତ ବାହାରେ ରହିଛି ଗ୍ରହ: ଜେମ୍ସ ୱେବ ପଠାଇଲା ଫଟୋ

ନୂଆଦିଲ୍ଳୀ: ସୌର ଜଗତ ବାହାରେ ଠାବ ହେଲା ଗ୍ରହ । ନାସାର ଜେମ୍ସ ୱେବ ଟେଲିସ୍କୋପ ସାହଯ୍ୟରେ ବୈଜ୍ଞାନିକମାନେ ସୌର ଜଗତ ବାହାରେ କୌଣସି ଗ୍ରହର ସ୍ପଷ୍ଟ ଫଟୋ ଉଠାଇଛି । ଏହି ଗ୍ରହକୁ "ଏଚଆଇପି ୬୫୪୨୬' ନାମ ଦିଆଯାଇଛି…