କ୍ୱାକ୍ଙ୍କ ହାତରେ ବାଜି ଲାଗୁଛି ଜୀବନ, ରକା ପାଇଁ ଔଷଧ ଖାଇ ମହିଳା ଗୁରୁତର
ପାରାଦୀପ, (ଭାସ୍କର ନ୍ୟୁଜ୍): କ୍ୱାକ୍ ଜାଲରେ ପାରାଦୀପର ବସ୍ତିବାସିନ୍ଦା । ଧନ ହାନୀ ସହ ପ୍ରାଣପୀଡା ଭୋଗୁଛନ୍ତି । ଡାକ୍ତରଙ୍କ ପରାମର୍ଶରେ ଔଷଧ ନଖାଇ କ୍ୱାକ୍ ଙ୍କ ଫାଶରେ ପଡି ଦହଗଞ୍ଜ ହେଉଛନ୍ତି । ଅଧାପାଠୁଆ…