ବିଶ୍ୱର ପ୍ରତ୍ୟେକ ସ୍ଥାନରେ ସ୍କୁଲ ବସଗୁଡ଼ିକର ରଙ୍ଗ ହଳଦିଆ ହୋଇଥାଏ, ଏହା ପଛର ଖାସ୍ କାରଣ କ’ଣ
ରଙ୍ଗ ଆମ ଜୀବନରେ ବହୁତ ମହତ୍ତ୍ୱ ରଖିଥାଏ । ରାସ୍ତାରେ ଯାଉଥିବା ବେଳେ ଆମେ ବିଭିନ୍ନ ରଙ୍ଗର ବସ୍ ଦେଖିଥାଉ । ତେବେ ସଡ଼କ ପଥରେ ହଳଦିଆ ରଙ୍ଗର ଅନେକ ସ୍କୁଲ ବସ୍ ମଧ୍ୟ ଦେଖିବାକୁ ମିଳିଥାଏ । ଆପଣ ଜାଣନ୍ତି କି, ସମଗ୍ର…