ମୌସୁମୀ ପରିବର୍ତ୍ତନ ସମୟରେ ସୁସ୍ଥ ରହିବା ପାଇଁ ପିଅନ୍ତୁ ଏହି ୪ ପ୍ରକାର ଚାହା:ଜାଣନ୍ତୁ ଏହାର ଫାଇଦା
ମୌସୁମୀ ସମୟରେ ଗରମ ଚାହା ପିଇବାର ମଜା କିଛି ଅଲଗା । ଖାସ୍ କରି ବର୍ଷା ଋତୁରେ ଲୋକମାନେ ଚାହା ପିଇବାକୁ ବେଶି ପସନ୍ଦ କରିଥାନ୍ତି । ସାଧାରଣତଃ ଅଧିକାଂଶ ଲୋକେ କ୍ଷୀରରେ ତିଆରି ଚାହା ପିଇବାକୁ ବେଶି ପସନ୍ଦ କରିଥାନ୍ତି…