ଖୁବଶୀଘ୍ର ଜୟପୁର ଏୟାରପୋର୍ଟରୁ ଆରମ୍ଭ ହେବ ବିମାନ ସେବା, ପ୍ରଥମ ପର୍ଯ୍ୟାୟରେ ଉଡିବ ଇଣ୍ଡିଆ ୱାନ ଏୟାର ବିମାନ
କୋରାପୁଟ, (ଭାସ୍କର ନ୍ୟୁଜ୍): କୋରାପୁଟ ଜିଲ୍ଲାର ଜୟପୁରସ୍ଥିତ ଏୟାରପୋର୍ଟରୁ ଖୁବଶୀଘ୍ର ବିମାନ ଚଳାଚଳ ଆରମ୍ଭ ହେବେ ନେଇ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଇଣ୍ଡିଆ ୱାନ ଏୟାର ପକ୍ଷରୁ ପ୍ରଥମେ ୯ସିଟ୍ ବିଶିଷ୍ଟ ବିମାନ…