CHARIDHAM

ମୁମ୍ବାଇ-ମଧ୍ୟପ୍ରଦେଶ ଫାଇନାଲ ମ୍ୟାଚରେ ଦୀପକ: ଶୁଭିଲା ଚେନ୍ନାଇ ନାରା

ନୂଆଦିଲ୍ଲୀ: ବେଙ୍ଗଲୁରୁର ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ମୁମ୍ବାଇ ଏବଂ ମହାରାଷ୍ଟ୍ର ମଧ୍ୟରେ ଜାରି ରହିଛି ରଣଜୀ ଟ୍ରଫିର ଫାଇନାଲ ମ୍ୟାଚ । ମ୍ୟାଚର ପ୍ରଥମ ପାଳିରେ ୩୭୪ ରନର ସଂଗ୍ରହ କରିଛି ପୃଥ୍ୱୀ ଶ' ନେତୃତ୍ୱାଧୀନ…

ଆସନ୍ତା ୨୯ରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ଯୋଗଦେବେ କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ବିଧାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୯ ତାରିଖରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ତା’ ପୂର୍ବରୁ ୨୮ ତାରିଖରେ ରାଜ୍ୟ ପଦାଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏହି କାର୍ଯ୍ୟକାରିଣୀରେ…

୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ: ୫ ଦିନ ପାଇଁ ପାଣିପାଗ ଦେଲା ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ମୌସୂମୀ ପ୍ରଭାବରେ ଆରମ୍ଭ ହୋଇଯାଇଛି ବର୍ଷା । ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ମଧ୍ୟ ଦେଖିବାକୁ ମିଳିଛି । ଏହି କ୍ରମରେ ପୁଣି ଥରେ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା…

ମହିଳାଙ୍କ ପାଇଁ ହୋମ୍ ଲୋନ୍ ନେବା ହୋଇଥାଏ ଶସ୍ତା ଏବଂ ସହଜ, ଜାଣନ୍ତୁ କେମିତି….

ନୂଆଦିଲ୍ଳୀ: ପ୍ରତ୍ୟେକ ବ୍ୟକ୍ତି ନିଜର ଏକ ଘର ପାଇଁ ସ୍ୱପ୍ନ ଦେଖିଥାଏ । ଖାସ୍ କରି ମହିଳାମାନେ ନିଜ ସ୍ୱପ୍ନର ଘରକୁ ନେଇ ବେଶ୍ ଆଶାୟୀଥାନ୍ତି । ମହିଳାମାନେ ଘର କିଣି ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ହୋମ ଲୋନ୍…

Whatsapp ଚାଟିଂ ବହୁତ ହୋଇଗଲା, ଏବେ Video Call କର ଆଉ ଟିକେ ତୁମର ଚେହେରା ଦେଖାଅ

ନୂଆଦିଲ୍ଲୀ: ଆଜିକାଲି ପ୍ରେମଜନିତ ହତ୍ୟା ଓ ଆତ୍ମହତ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । କେଉଁଠି ପ୍ରେମିକ ଆତ୍ମହତ୍ୟା କରୁଛି ତ ଆଉ କେଉଁଟି ପ୍ରେମିକା ନିଜର ଜୀବନ ହାରୁଛି । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି…

ପଣସ ଖରାପ ବାହାରିବାରୁ ଦୋକାନୀଙ୍କୁ ହତ୍ୟା କଲା ଗ୍ରାହକ: ଲାଇଟ ଷ୍ଟାଣ୍ଡରେ ଆକ୍ରମଣ

ନୂଆଦିଲ୍ଲୀ: ପରିବା କିଣିବା ବେଳେ ସାଧାରଣତଃ ଗ୍ରାହକ ଓ ଦୋକାନୀଙ୍କ ମଧ୍ୟରେ ଝଗଡ଼ା ହେଉଥିବାର ଦେଖିବାକୁ ମିଳିଥାଏ । ବେଳେବେଳେ ଦୋକାନୀମାନେ ଖରାପ ପରିବା ଦେଇ ଗ୍ରାହକ ମାନଙ୍କୁ ଠକିବାକୁ ଚେଷ୍ଟା ମଧ୍ୟ କରିଥାନ୍ତି ।…

ଦ୍ରୁତ ଗତିରେ ଯାଉଥିବା ଟ୍ରେନରୁ ଖସିପଡ଼ିଲେ ଯୁବକ, ଦେଖନ୍ତୁ ଲୋମ ଟାଙ୍କୁରା Video

ମୁମ୍ବାଇ: ଆଜିକାଲି ଟ୍ରେନ୍ ଦୁର୍ଘଟଣାର ଅନେକ ଭିଡିଓ ଦେଖିବାକୁ ମିଳିଛି । ସେହିଭଳି ନିକଟରେ ଏକ ଭିଡିଓ ଖୁବ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣଙ୍କର ବି ଲୋମ ଟାଙ୍କୁରି ଯିବ । ଦ୍ରୁତ ଗତିରେ ଯାଉଥିବା ଟ୍ରେନରୁ…

ପଣିକିଆ କହିପାରିଲେନି ପିଲା, ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରିଦେଲେ ମନ୍ତ୍ରୀ

ବାଲେଶ୍ୱର(ଓଡ଼ିଶା ଭାସ୍କର): ତୃତୀୟ ଶ୍ରେଣି ପିଲା ପଣିକିଆ କହି ନପାରିବାରୁ ବନ୍ଦ ହୋଇଯାଇଛି ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା। କିଛି ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ଏକ ବିଦ୍ୟାଳୟରେ। ଗଣଶିକ୍ଷା ମନ୍ତ୍ରୀ ସମୀର…

ଉପସ୍ଥାନକୁ ନେଇ ସ୍କୁଲରେ ହଙ୍ଗାମା: ଛୁଆଙ୍କ ସାମ୍ନାରେ ଶିକ୍ଷୟିତ୍ରୀଙ୍କୁ ଚପଲରେ ପିଟିଲେ ପ୍ରଧାନଶିକ୍ଷକ, Video ଭାଇରାଲ

ନୂଆଦିଲ୍ଲୀ: ସ୍କୁଲକୁ ଶିକ୍ଷାର ମନ୍ଦିର କୁହାଯାଏ । କିନ୍ତୁ ଗୋଟିଏ ସ୍କୁଲରୁ ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ପିଲାଙ୍କ ସାମ୍ନାରେ ପ୍ରଧାନଶିକ୍ଷକ ଜଣେ…

କଳା ବଳଦକୁ ଧଳା କରି ଦେଲେ ବାବା ଧବଳେଶ୍ୱର: ସେବେଠୁ ଲାଗିଛି ଭକ୍ତଙ୍କ ଭିଡ଼

କଟକ(ଓଡ଼ିଶା ଭାସ୍କର):ଓଡ଼ିଶାରେ ଅନେକ ଶୈବପୀଠ ଥିଲେ ମଧ୍ୟ ଧବଳେଶ୍ୱର ଶୈବପୀଠ ଅନ୍ୟତମ । କଟକ ମହାନଦୀ କୂଳରେ ଥିବା ଏକ କ୍ଷୁଦ୍ର ଦ୍ୱୀପରେ ଅବସ୍ଥିତ ଏହି ଶୈବପୀଠର ମହିମା ଅଲୌକିକ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ରହିଥିବା…