ଆଦିତ୍ୟ ଆଲୁମିନା ରିଫାଇନେରୀ ପକ୍ଷରୁ କିଟ୍ ଶିକ୍ଷାନୁଷ୍ଠାନରେ ଆଇଟିଆଇ ତାଲିମ୍, ବେରୋଜଗାର ଯୁବବର୍ଗ ହେବେ ଆତ୍ମନିର୍ଭରଶୀଳ
ରାୟଗଡ଼ା: ଏଣିକି ଆଉ ରହିବେନି ବେରୋଜଗାର ଯୁବବର୍ଗ। ବେରୋଜଗାର ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ପ୍ରୟାସ କରୁଛି ଆଦିତ୍ୟ ଆଲୁମିନା ରିଫାଇନେରୀ।
ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ କଂସାରିଗୁଡା ସ୍ଥିତ…