୩ ମାସ ଧରି କ’ଣ କରୁଥିଲେ କୋହଲି? ଏବେ କ’ଣ ପାଇଁ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଘଟଣାକୁ ନେଇ ମୁହଁ ଖୋଲିଲେ
ନୂଆଦିଲ୍ଲୀ: ଜୁନ୍ ୪ ତାରିଖରେ IPLରେ RCB ଦଳର ବିଜୟ ଉତ୍ସବ ସମୟରେ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ବାହାରେ ଦଳାଚକଟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପ୍ରତି ବିରାଟ କୋହଲି ତାଙ୍କର ସମବେଦନା ଏବଂ ସମର୍ଥନ ପ୍ରକାଶ…