ଭାରତର ବୈଦେଶିକ ମୁଦ୍ରା ଭଣ୍ଡାରରେ କେତେ ବିଲିୟନ ଡଲାର ରହିଛି କହିଲା RBI

ମୁମ୍ୱାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର କହିଛି ଯେ ଅକ୍ଟୋବର ୧୮ ରେ ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୨.୧୬୩ ବିଲିୟନ ଡଲାର ହ୍ରାସ ପାଇଛି । ଏହା ପରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର…

ନୟାଗଡ଼: ପ୍ରେମିକଙ୍କୁ ବାନ୍ଧି ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା; ୩ ଜଣଙ୍କୁ ଅଟକ ରଖିଲା ପୋଲିସ

ନୟାଗଡ଼: (ଓଡ଼ିଶା ଭାସ୍କର) ଖଣ୍ଡପଡ଼ାରେ ପ୍ରେମିକଙ୍କୁ ବାନ୍ଧି ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୩ ଜଣଙ୍କୁ ଅଟକ ରଖିଲା ପୋଲିସ । ଫତେଗଡ଼ ଥାନା ଅଞ୍ଚଳର ୩ ଯୁବକଙ୍କୁ ଅଟକ ରଖିଲା ପୋଲିସ । ରବିବାର ମନ୍ଦିରରୁ ଫେରିବା…

ଆଉ ନାହାନ୍ତି ଶତାୟୁ ଜନନେତା: ରାଜ୍ୟ ବିଧାନସଭାର ପୂର୍ବତନ ବିଧାୟକ ମକରଧ୍ୱଜ ପ୍ରଧାନଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଦୁଃଖ ଖବର । ରାଜ୍ୟ ବିଧାନସଭାର ଜଣେ ପୂର୍ବତନ ସଦସ୍ୟଙ୍କର ବିୟୋଗ ଘଟିଛି । ପୂର୍ବତନ ବିଧାୟକ ମକରଧ୍ୱଜ ପ୍ରଧାନ ଆଉ ନାହାନ୍ତି । ୧୦୧ ବର୍ଷ ବୟସରେ ଶ୍ରୀ ପ୍ରଧାନଙ୍କ ପରଲୋକ…

CDSCO ଜାରି କଲା ମାସିକ ଲିଷ୍ଟ: ୪ଟି ମେଡିସିନ ନକଲି ଘୋଷିତ, ମାନକ ଗୁଣବତ୍ତାରେ ଫେଲ୍ ହେଲା ୪୮ଟି ଔଷଧ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଔଷଧି ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ ପକ୍ଷରୁ ସେପ୍ଟେମ୍ବରରେ ମାନକ ଗୁଣବତ୍ତା ପରୀକ୍ଷଣରେ ବିଫଳ ହୋଇଥିବା ଔଷଧଗୁଡ଼ିକର ମାସିକ ଲିଷ୍ଟ ଜାରି କରାଯାଇଛି । ଜାରି ହୋଇଥିବା ଲିଷ୍ଟରେ ୪ଟି…

OSSC CGLRE-2023 ନିଯୁକ୍ତି: ନଭେମ୍ବର ୨୭ରୁ ଆରମ୍ଭ ହେବ ଗ୍ରୁପ-ବି ଓ ଗ୍ରୁପ-ସି ମୁଖ୍ୟ ଲିଖିତ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ମିଳିତ ସ୍ନାତକ ସ୍ତରୀୟ ପରୀକ୍ଷା (ସିଜିଏଲଆରଇ)-୨୦୨୩କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଗ୍ରୁପ-ବି ଓ ଗ୍ରୁପ-ସି ପଦର ମୁଖ୍ୟ…

ବିୟର ବୋତଲରେ ଝିଟିପିଟି ଦେଖି ଉଡିଲା ଗ୍ରାହକଙ୍କ ହୋସ, ଭିଡିଓ ଭାଇରାଲ

ହାଇଦ୍ରାବାଦ: ତେଲେଙ୍ଗାନାରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି, ଯାହା ବିୟର ପିଉଥିବା ଲୋକଙ୍କ ହୋସ ଉଡାଇ ଦେଇଛି । ଏଠାରେ ଜଣେ ବ୍ୟକ୍ତି ସ୍ଥାନୀୟ ଏକ ଦୋକାନରୁ ଏକ ବିୟର ବୋତଲ କିଣିଥିଲେ, ଯେଉଁଥିରେ ସେ ଏକ…

ଦୀପାବଳି ପାଇଁ ଘର ସଫା କରୁଛନ୍ତି, ଏହି ସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ, ନହେଲେ ମହାଲକ୍ଷ୍ମୀ କରିବେ କୋପ

ଓଡିଶା ଭାସ୍କର: ପବିତ୍ର ଦୀପାବଳି ଅବସରରେ ଘର ସଫାସଫି ଏକ ଗୁରୁତ୍ୱପୂର୍ଣ୍ଣ କଥା । ସମସ୍ତେ ଦୀପାବଳି ଆଗରୁ ଘରକୁ ଭଲଭାବେ ସଫାଟପା କରିଥାନ୍ତି । ତେବେ ଘର ସଫାସଫି କରିବା ବେଳେ କେତେକ ଦିଗ ପ୍ରତି ବିଶେଷ ଧ୍ୟାନ ଦେବାର…

ଜ୍ଞାନବାପି ମାମଲାରେ ସର୍ଭେ ପାଇଁ ହିନ୍ଦୁ ପକ୍ଷଙ୍କ ଆବେଦନ ଖାରଜ କଲେ ବାରଣାସୀ କୋର୍ଟ

ନୂଆଦିଲ୍ଲୀ: ଜ୍ଞାନବାପିକୁ ନେଇ ଚାଲିଥିବା ଅଦାଲତ ଲଢ଼େଇ ମଧ୍ୟରେ ଶୁକ୍ରବାର (ଅକ୍ଟୋବର ୨୫) ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା। ବାରାଣସୀର ସିଭିଲ ଜଜ୍ ସିନିୟର ଡିଭିଜନ୍ ଫାଷ୍ଟଟ୍ରାକ୍ ଏବେ ଜ୍ଞାନବାପି ବିବାଦକୁ ନେଇ ରାୟ…

ଭଉଣୀ ଶିବାନୀଙ୍କ ସାହସ ଆଗରେ ହାର ମାନିଲା ବାତ୍ୟା ‘ଦାନା’: ପ୍ରେରଣାଦାୟୀ ଆଶା କର୍ମୀଙ୍କୁ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଲେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଭିତରକନିକା ଅନ୍ତର୍ଗତ ହବାଳିଖଟି ନେଚର କ୍ୟାମ୍ପ ନିକଟରେ ଗତକାଲି ରାତି ୧୨ଟା ସମୟରେ ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁଥିଲା । ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ମଧ୍ୟ ବାତ୍ୟାର ଲ୍ୟାଣ୍ଡଫଲ…

୨୧ ତାରିଖ ବୁଝାମଣା ପରେ ପୂର୍ବ ଲଦାଖରୁ ଦୁଇ ଦେଶ ପ୍ରତ୍ୟାହାର କଲେ ସେନା

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ସୁଧିରିଲା ସ୍ଥିତି । ୨୧ ଅକ୍ଟୋବରକୁ ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲରେ ପାଟ୍ରୋଲିଂକୁ ନେଇ ହୋଇଥିବା ବୁଝାମଣା ପରେ ଦୁଇ ଦେଶ ପୂର୍ବ ଲଦାଖ ସୀମାରୁ ସେନାକୁ ହଟାଇଛନ୍ତି । ସୂତ୍ର ରୁ…