ଭାଇରାଲ ହେଉଛି ଗୁରମୀତଙ୍କ ଭିଡିଓ: “କାଚ୍ଚା ବାଦାମ’ ଗୀତ ଶୁଣି ନିଜକୁ ରୋକି ପାରିଲେନି ଗୁରମୀତ, ପତ୍ନୀଙ୍କ ସହ କଲେ ଡାନ୍ସ
ମୁମ୍ବାଇ: ସୋଶଲ ମିଡିଆରେ ଏବେ ଖୁବ ଟ୍ରେଣ୍ଡରେ ରହିଛି "କାଚ୍ଚା ବାଦାମ' ଗୀତ । ଏହି ଗୀତରେ ରିଲ ବନେଇ ଚାଲିଛନ୍ତି ଜଣକ ପରେ ଜଣେ ସେଲିବ୍ରିଟି । ଏଥିରୁ ବାଦ ପଡି ନାହାନ୍ତି ଗୁରମୀତ ଚୌଧୂରୀ ଏବଂ ତାଙ୍କ ପତ୍ନୀ ଦେବିନା…