ଆସନ୍ତାକାଲି OSSTET ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ୩୩୮ଟି କେନ୍ଦ୍ରରେ OSSTET ପରୀକ୍ଷା ହେବ । କୋଭିଡ୍ ଗାଇଡଲାଇନ୍ ରେ ୨ଟି ସିଟିଂରେ ହେବ ପରୀକ୍ଷା । ପ୍ରଥମ ସିଟିଂ ୯ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ…

୫ଟି ଆକ୍ସନ୍: ୫ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ୫ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଦୂର୍ନୀତିଗ୍ରସ୍ତଙ୍କ ବିରୋଧରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଇଞ୍ଜିନିୟର୍, ସିଡିପିଓ, ଅଙ୍ଗନବାଡ଼ି…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଫେରିଲା ମମିତା ପ୍ରସଙ୍ଗ: ବିଜେପି କର୍ମୀ-ପୋଲିସ ଧସ୍ତାଧସ୍ତି (See Video)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାରୁ ରାଜନୈତିକ ଦଳମାନେ ବିଭିନ୍ନ ପ୍ରସଙ୍ଗକୁ ପାଥେୟ କରି ଶାସକ ଦଳକୁ ଘେରିବା ପ୍ରୟାସରେ ରହୁଛନ୍ତି । କିଛିଦିନର ନିରବତା ପରେ ପୁଣି…

ଜନସନ୍ ବେବି ପାଉଡର୍ ଯୋଗୁଁ ହେଉଛି କ୍ୟାନସର୍, ରୁହନ୍ତୁ ସାବଧାନ! ଖୁବ୍ ଶୀଘ୍ର ବିଶ୍ୱବ୍ୟାପୀ ହୋଇପାରେ ବ୍ୟାନ୍

ନୂଆଦିଲ୍ଲୀ: ଛୋଟ ଛୁଆ ଓ ମହିଳାଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିଥିବା ଫାର୍ମା କମ୍ପାନୀ ଜନସନ୍ ଆଣ୍ଡ୍ ଜନସନ୍ ର ଟାଲ୍କ ଆଧାରିତ ବେବି ପାଉଡର୍ ଏବେ ଲୋକଙ୍କ ପାଇଁ ସମସ୍ୟାର କାରଣ ପାଲଟିଛି । ଏହି ପାଉଡର୍ କାରଣରୁ…

UP ପାଇଁ ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା BJP, ଦେଖନ୍ତୁ ପ୍ରତିଶ୍ରୁତିର ଲମ୍ବା ଲିଷ୍ଟ

ନୂଆଦିଲ୍ଲୀ: ଦେଶରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ୍ ରହିଥିବା ବେଳେ ଆଜି ବିଜେପି ଉତ୍ତରପ୍ରଦେଶ ପାଇଁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି । ଏହି ଇସ୍ତାହାରକୁ ଭାଜପା ପକ୍ଷରୁ ଲୋକ…

Ind vs WI: ଭାରତୀୟ ଦଳରେ ଅଚାନକ ସାମିଲ ହେଲେ ୩ ଘାତକ ଖେଳାଳୀ, ଜାଣନ୍ତୁ ସେମାନ କିଏ

ନୂଆଦିଲ୍ଲୀ: ଭାରତ ଓ ୱେଷ୍ଟ୍ ଇଣ୍ଡିଜ୍ ମଧ୍ୟରେ ୩ଟି ମ୍ୟାଚ୍ ବିଶିଷ୍ଟ ୱାନ୍ ଡେ'ର ଆଜି ହେଉଛି ଦ୍ୱିତୀୟଦିନ । ପ୍ରଥମ ସିରିଜ୍ ଜିତି ଭାରତ ୧-୦ରେ ଆଗରେ ରହିଛି । ଦ୍ୱିତୀୟ ସିରିଜ୍ ବି ଯଦି ଭାରତ ଜିତିଯାଏ ତାହେଲେ ପୂରା…

ଏକାଠି ହେଲେ ଗାଁର ହିନ୍ଦୁ-ମୁସଲିମ, ୨ କୋଟି ସଂଗ୍ରହ କରି ୮୦୦ ବର୍ଷ ପୁରୁଣା ମନ୍ଦିରକୁ ଦେଲେ ନୂତନ ରୂପ

ନୂଆଦିଲ୍ଲୀ: କର୍ଣ୍ଣାଟକର ସର୍ଭେ ଗାଁରେ ଏକ ସ୍ଥାନୀୟ ମନ୍ଦିରର କାମ ଚର୍ଚ୍ଚାର ବିଷୟ ପାଲଟିଛି। ଏହାର ସବୁଠୁ ବଡ କାରଣ ଏଠାକାର ଲୋକେ ମାନବିକତା ଉର୍ଦ୍ଧ୍ଵରେ ରଖି ମନ୍ଦିର ନିର୍ମାଣ କରିଛନ୍ତି। ଧାର୍ମିକ କଟକଣାର…

ଧୋକା! ଅନଲାଇନରେ ଅର୍ଡର୍ କରିଥିଲେ ଦେଢ଼ଲକ୍ଷର ଆଇଫୋନ୍ ୧୩ ପ୍ରୋ ମାକ୍ସ, ପାର୍ସଲ୍ ଖୋଲିବା ପରେ ଉଡ଼ିଗଲା ହୋସ୍

ନୂଆଦିଲ୍ଲୀ: ଆଇଫୋନ୍ ୧୩ର କ୍ରେଜ୍ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆପଲ୍ ର ଏହି ସିରିଜ୍ ଲଞ୍ଚ୍ ହେବା ପରଠାରୁ ଅଧିକରୁ ଅଧିକ ଲୋକ ଏହାକୁ କିଣୁଛନ୍ତି । ହେଲେ ଭାରତ ସମେତ ଅନେକ ଦେଶରେ ଡେଲିଭେରୀରେ ଗଡବଡ଼ ଦେଖିବାକୁ…

ତାଲିବାନ ଭୟ ! ବିଶ୍ଵ କପ୍ ପରେ ବି ଘରକୁ ଫେରି ପାରୁ ନାହାନ୍ତି ଆଫଗାନ ଖେଳାଳି

ନୂଆଦିଲ୍ଲୀ: ନିକଟରେ ଓ୍ଵେଷ୍ଟଇଣ୍ଡିଜରେ ସଂପନ୍ନ ୧୯ ବର୍ଷରୁ କମ ବିଶ୍ଵ କପ୍ କ୍ରିକେଟରେ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି ଭାରତୀୟ ଦଳ। ଦଳର ଯୁବ ଖେଳାଳି ପଞ୍ଚମ ଥର ବିଶ୍ଵ କପ୍ ଜିତିବାରେ ସଫଳ ହୋଇଛନ୍ତି। ବିଶ୍ଵ କପ୍…

କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରୁ ପ୍ରସାଦଙ୍କୁ ବାଦ୍: ଅଡ଼ୁଆ କଲା କି ଡିଲ୍ ମନ୍ତବ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଗକୁ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ହେବାକୁ ଥିବାବେଳେ କଂଗ୍ରେସ ଗୋଷ୍ଠୀ କନ୍ଦଳରେ ମାତିଛି । ଗତ କିଛିଦିନ ତଳେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି…