ମହିଳାଙ୍କ ଋତୁସ୍ରାବ ରକ୍ତକୁ ନେଇ IAS ଲେଖିଲେ ଏହି କଥା, ଭାଇରାଲ୍ ହେଉଛି ଟୁଇଟ୍

ନୂଆଦିଲ୍ଲୀ: ଦିଲ୍ଲୀ କମିଶନ୍ ଫର୍ ପ୍ରୋଟେକ୍ସନ୍ ଅଫ୍ ଚାଇଲ୍ଡ ରାଇଟ୍ସ ଅର୍ଥାତ୍ ଡିସିପିସିଆର୍ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ଅନ୍ତର୍ଗତ ଋତୁସ୍ରାବ ସମୟରେ ସ୍ୱଚ୍ଛତା ଓ ଏହାକୁ ନେଇ ରହିଥିବା ସାମାଜିକ…

ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା: ଏଣିକି ଲତା ମଙ୍ଗେସକରଙ୍କ ନାମରେ ଦିଆଯିବ ଆୱାର୍ଡ, ଖୋଲିବ ସଙ୍ଗୀତ ମହା ବିଦ୍ୟାଳୟ

ନୂଆଦିଲ୍ଲୀ: ଭାରତ ରତ୍ନକୁ ହରାଇଛି ଭାରତ । ଗତକାଲି ସ୍ୱର ସରସ୍ୱତୀ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି । ଏହି ଅବସରରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଶିବରାଜ…

ମୁଁ ସାରସ୍ୱତ କ’ଣ କେତେ ଟୋକାଙ୍କ ସହ କଥା କଥା ହେବି, ଯା’ କ’ଣ କରିବ କର: ଶୁଣନ୍ତୁ ଆତ୍ମହତ୍ୟା ପୂର୍ବରୁ ସୌମ୍ୟ-ସୋନାଲିଙ୍କ ଶେଷ Viral Audio

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରର ବହୁଚର୍ଚ୍ଚିତ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ମାମଲାକୁ ନେଇ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସିଛି । ତେବେ ଏହି ଘଟଣାରେ ପୂର୍ବରୁ ସୌମ୍ୟଙ୍କ ପ୍ରେମିକା…

ଲତାଙ୍କୁ ମାରିବାକୁ ଚାହୁଁଥିଲେ କି ଏମାନେ, ସେଥିପାଇଁ ଖାଇବାରେ ଦେଇଥିଲେ ବିଷ: ଜାଣନ୍ତୁ କିଏ ସେମାନେ

ନୂଆଦିଲ୍ଲୀ: ସବୁଦିନ ପାଇଁ ଲିଭିଯାଇଛି ମାଆ ସରସ୍ୱତୀଙ୍କ ସୁରକନ୍ୟା ଲତା ମଙ୍ଗେସକରଙ୍କ ଜୀବନର ଦୀପ । ଯେତେ ଝୁରିଲେ ବି ଆମ ଗହଣକୁ ଆଉ ଫେରିବେନି ସମସ୍ତଙ୍କର ପ୍ରିୟ ସୁର ସାମ୍ରାଜ୍ଞୀ । ତେବେ ଲତା ବିୟୋଗରେ ଆଜି…

୧୦ରେ ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନ(ଏସଇସି) । ୧୦ ତାରିଖ ଦିନ ସକାଳ ୧୧ଟା ୩୦ ମିନିଟ୍ ରେ ଗୀତ ଗୋବିନ୍ଦ ସଭାଗୃହରେ ବୈଠକ ଅନୁଷ୍ଠିତ ହେବ । ପୌର…

ମୋ ପୁଅ ସହ ଛଳନା କରି ସୋନାଲି ଅନ୍ୟ ମାନଙ୍କ ସହିତ ହୋଟେଲ ଯାଉଥିଲା: ସୌମ୍ୟଙ୍କ ମା’ ଆଣିଲେ ଅଭିଯୋଗ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଡେଲ ଓ ବ୍ୟବସାୟୀ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲାରେ ନୂଆ ଅଭିଯୋଗ ଆସିଛି । ସୋନାଲି ନନ୍ଦ ମୋ ପୁଅ ସହିତ ଭଲ ପାଇବାର ଛଳନା କରି ଅନ୍ୟ ପିଲାଙ୍କ ସହିତ ହୋଟେଲ ଯାଉଥିଲା ବୋଲି…

୯୦୦ ଟଙ୍କା ପାଇଁ ବାପାକୁ ମାରିଦେଲା ରାକ୍ଷସ ପୁଅ

ମୁମ୍ବାଇ: ମାତ୍ର ୯୦୦ ଟଙ୍କା ପାଇଁ ବାପାକୁ ହତ୍ୟା କଲା ପୁଅ । ଏହିଭଳି ଏକ ଘଟଣା ମହାରାଷ୍ଟ୍ରରୁ ସାମନାକୁ ଆସିଛି । କେବଳ ୯୦୦ ଟଙ୍କା ପାଇଁ ନିର୍ଦ୍ଦୟୀ ପୁଅ ନିଜ ବାପାଙ୍କୁ ଏତେ ମାଡ଼ ମାରିଥିଲା ଯେ, ତାଭ୍କର ମୃତ୍ୟୁ…

ଭୟଙ୍କର ସଡ଼କ ଦୁର୍ଘଟଣାର ଦେଖନ୍ତୁ ଲାଇଭ୍ ଭିଡିଓ, ଟ୍ରାକ୍ଟରକୁ ପଛରୁ ପିଟିଲା ଟ୍ରକ୍

ନୂଆଦିଲ୍ଲୀ: ରାସ୍ତାରେ ଡ୍ରାଇଭ୍ କରୁଥିବା ସମୟରେ ସାବଧାନତା ଅବଲମ୍ବନ କରିବା ଜରୁରୀ । କାରଣ ରାସ୍ତା ଉପରେ ଟିକେ ଅସାବଧାନତା ବଡ଼ ଧରଣର ଦୁର୍ଘଟଣାର କାରଣ ପାଲଟିଯାଏ । ଆପଣ ମାନେ ନିଜେ ହିଁ ଖବର ଓ ମିଡିଆ ପ୍ଲାଟଫର୍ମ…

ଅମୃତ ପାଲଟିଛି ହଳାହଳ ବିଷ: ହ୍ରଦର ପାଣି ଯୋଗୁଁ ମରୁଛନ୍ତି ମଣିଷ ଓ ପଶୁ ପକ୍ଷୀ

ନୂଆଦିଲ୍ଲୀ: ଦୁନିଆର ଅନେକ ରହସ୍ୟମୟ ହ୍ରଦ ମଧ୍ୟରୁ ଏହା ଗୋଟିଏ । ଏହି ବିପଦଜ୍ଜନକ ହ୍ରଦଟି ହେଉଛି ଦକ୍ଷଣ ଆଫ୍ରିକାର ଲିମ୍ପୋପୋ ପ୍ରଦେଶରେ ରହିଛି । ଏହାର ନାମ ହେଉଛି ଫଣ୍ଡୁଜି ହ୍ରଦ । କୁହାଯାଏ ଯେ ଏହି ହ୍ରଦର ପାଣି…

ସୁର ସାମ୍ରାଜ୍ଞୀଙ୍କ ନାମରେ ଲଞ୍ଚ ହୋଇଥିଲା ‘ଲତା ମଙ୍ଗେସକର’ ପରଫ୍ୟୁମ୍: ଜାଣନ୍ତୁ ଏହା ପଛର କାହାଣୀ

ନୂଆଦିଲ୍ଲୀ: କୋକିଳକଣ୍ଠୀ ଲତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କର ପ୍ରଶଂସକମାନେ । ପୁଣି ଫେରି ଆସନ୍ତେ କି ଲତା, ପୁଣି ଥରେ ଜନ୍ମ ନିଅନ୍ତେ କି ଲତା, ଏହି କଥା ସମସ୍ତଙ୍କର ଅନ୍ତରରେ ପ୍ରତି…