ୱର୍ଲ୍ଡ ୱାଇଡ୍ ଧମାଲ୍ କଲା ଗଙ୍ଗୁବାଇ କାଠିଆୱାଡ୍, ୧୦୦ କୋଟି କ୍ଲବରେ ସାମିଲ ହେଲା ଆଲିଆଙ୍କ ଫିଲ୍ମ
ନୂଆଦିଲ୍ଲୀ: ଆଲିଆ ଭଟ୍ଟଙ୍କ ଫିଲ୍ମ ଗଙ୍ଗୁବାଇ କାଠିଆୱାଡ୍ ରିଲିଜ୍ ହେବାର ଏକ ସପ୍ତାହ ବିତିଗଲାଣି । ସଂଜୟ ଲୀଳା ଭଂସାଲୀଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଫିଲ୍ମ ୱର୍ଲ୍ଡ ୱାଇଡ୍ ଧମାଲ କରୁଛି । ବକ୍ସ ଅଫିସ୍…