ୟୁକ୍ରେନ ସହ ଯୁଦ୍ଧ କରୁ କରୁ ସ୍ୱିଡେନରେ ପଶିଲା ଋଷ ସେନା: ଜାଣନ୍ତୁ କ’ଣ ହେଲା ଏହା ପରର ଘଟଣା
ନୂଆଦିଲ୍ଲୀ: ୟୁକ୍ରେନ ବିପକ୍ଷରେ ଯୁଦ୍ଧ ସମୟରେ ଋଷ ସେନା ଉପରେ ଗୁରୁତର ଅଭିଯୋଗ ଆଣିଛି ସ୍ୱିଡେନ । ବୁଧବାର ଋଷ ସେନାର ୪ଟି ଯୁଦ୍ଧ ଜାହାଜ ସ୍ୱିଡେନର ଏୟାରସ୍ପେଶ ମଧ୍ୟରେ ପଶି ଆସିଥିବା ଅଭିଯୋଗ ହୋଇଛି । ୟୁକ୍ରେନ ଉପରେ…