ଭାରତରେ ପାଶ୍ ଲଞ୍ଚ କଲା Google play: ଜାଣନ୍ତୁ କେତେ ଟଙ୍କାରେ ମିଳିବ ମାସିକ ସବସ୍କ୍ରିପସନ୍

ନୂଆଦିଲ୍ଲୀ: ଦୁଇ ବର୍ଷ ତଳୁ ଲଞ୍ଚ ହୋଇଥିବା ଗୁଗୁଲ ପ୍ଲେ ପାଶ୍ ସେବା ଶେଷରେ ଭାରତୀୟ ବଜାରରେ ଲଞ୍ଚ ହୋଇଛି । ୨୦୧୯ରୁ ଲଞ୍ଚ ହୋଇଥିବା ସେବା ୯୦ଟି ଦେଶରେ କାର୍ଯ୍ୟକ୍ଷମ ହୋଇ ସାରିବା ପରେ ଶେଷରେ ଭାରତୀୟ ବଜାରରେ ପ୍ରବେଶ…

ଓଡ଼ିଆ ଝିଅଙ୍କ କମାଲ: ସମ୍ମାନିତ କଲେ ହରିୟାଣା ରାଜ୍ୟପାଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):  ହରିୟଣା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି ଓଡ଼ିଆ ଝିଅ ତନୁଜା ମହାନ୍ତି ଜୈବ ରାସାୟନିକ ବିଜ୍ଞାନ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ଓଡ଼ିଆ ଝିଅ ତନୁଜା…

ଆରମ୍ଭ ହେଲା ଶାନ୍ତି ଆଲୋଚନା: ଉଭୟ ପକ୍ଷଙ୍କୁ ସ୍ୱାଗତ କଲେ ବେଲାଋଷ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଳୀ: ୟୁକ୍ରେନ୍ ଓ ଋଷିଆ ମଧ୍ୟରେ ଯୁଦ୍ଧ ଷଷ୍ଠ ଦିନରେ ପହଞ୍ଚିଛି । ଯୁଦ୍ଧର ପଞ୍ଚମ ଦିନରେ ଶାନ୍ତି ପ୍ରସ୍ତାବ ଦେଇଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ । ଏହାକୁ ସ୍ୱୀକାର କରିଥିଲେ ହେଁ ବେଲାଋଷରେ ନୁହେଁ…

ବିଗିଡିଲା ବିଗ-ବି ଅମିତାଭଙ୍କ ସ୍ୱାସ୍ଥ୍ୟବସ୍ଥା: ଟ୍ୱିଟ କରି ପ୍ରଶଂସକଙ୍କୁ କହିଲେ ଏମିତି କଥା, ଚିନ୍ତାରେ ଫ୍ୟାନ୍ସ

ମୁମ୍ବାଇ: ବଲିଉଡ ଜଗତର ଶେହେନଶାହ ବିଗ-ବି ଅମିତାଭ ବଚ୍ଚନଙ୍କୁ ନେଇ ଆସିଛି ଦୁଃଖଦ ଖବର । ସାରା ଦେଶକୁ ନିଜ ଅଭିନୟର ଯାଦୁରେ ବାନ୍ଧି ରଖିଥିବା ଅମିତାଭଙ୍କ ସ୍ୱସ୍ଥ୍ୟବସ୍ଥା ଏବେ ବିଗିଡିବାରେ ଲାଗିଛି । ୮୦ ବର୍ଷରେ…

ବିହାରରେ ନୀତୀଶ ସରକାରଙ୍କ ବଡ଼ ନିଷ୍ପତ୍ତି; ମଦ ପିଇବା ବେଳେ ଧରାପଡ଼ିଲେ ହେବନାହିଁ ଜେଲ୍

ବିହାରରେ ମଦ ନିଷେଧ ମଧ୍ୟରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏବେ ବିହାରରେ ମଦ ପିଉଥିବା ବ୍ୟକ୍ତି ଧରାପଡ଼ିଲେ ତାଙ୍କୁ ଜେଲ ପଠାଯିବ ନାହିଁ । କିନ୍ତୁ ଏହା ବଦଳରେ ତାଙ୍କୁ ମଦ ମାଫିଆଙ୍କ ସୂଚନା ଦିଆଯିବ । ସୂଚନା ଆଧାରରେ…

ପଞ୍ଚାୟତ ନିର୍ବାଚନ ୨୦୨୨: ଚାଲିଛି ଭୋଟ ଗଣତି, ତୃତୀୟ ଦିନରେ ବି ଆଗରେ ବିଜେଡି, ଜାଣନ୍ତୁ ବିଜେପି କଂଗ୍ରେସ ସ୍ଥିତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଫେବୃଆରୀ ୨୪ ରୁ ମତଦାନ ସରିଥିବା ବେଳେ ୨୬ ତାରିଖ ଠାରୁ ଆରମ୍ଭ ହୋଇଛି ଭୋଟ ଗଣତି । ସୋମବାର ତୃତୀୟ ଦିନରେ ଜାରି ରହିଛି ଭୋଟ ଗଣତି ।…

ଶିବରାତ୍ରିରେ ଆପଣାନ୍ତୁ ଏହି ସବୁ ଉପାୟ: ଦୂରେଇ ଯିବ ସମସ୍ତ ଆର୍ଥିକ ସମସ୍ୟା

ନୂଆଦିଲ୍ଳୀ: ଶିବଭକ୍ତ ମାନେ ଶିବରାତ୍ରିକୁ ଅତ୍ୟନ୍ତ ଧୂମଧାମରେ ପାଳନ କରିଥାନ୍ତି । ଏହି ଦିନରେ ଶିବଲିଙ୍ଗ ନିକଟରେ ଦୀପଦାନ କରିଥାନ୍ତି । ଏହି ଦିନରେ ଦୀପଦାନ କରିବା ଦ୍ୱାରା ସୁଖ ସମୃଦ୍ଧି ତଥା ଐଶ୍ୱର୍ଯ୍ୟ ପ୍ରାପ୍ତି…

ପୁଣି ଫେରୁଛି କରୋନା: ଖୁବଶୀଘ୍ର ଏହିଠାରୁ ହୋଇପାରେ ମହାମାରୀର ଭୟାନକ ବିସ୍ଫୋରଣ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ସଂକ୍ରମଣ ଏବେ ସାମ୍ୟନ୍ୟ କମ ରହିଛି । ଫଳରେ ଆଶ୍ୱସ୍ତି ଲାଭ କରିଛନ୍ତି ବିଶ୍ୱବାସୀ । କିନ୍ତୁ ଏହି ସମୟରେ ଆଉ ଏକ ଭୟାନକ ତଥ୍ୟ ସାମନାକୁ ଆସିଛି ଯାହାକୁ ନେଇ ପୁଣିଥରେ ଚିନ୍ତାରେ ପଡିଛି…

ୟୁକ୍ରେନ୍ ଫେରନ୍ତା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ସମସ୍ତଙ୍କୁ ଉଦ୍ଧାର ପାଇଁ ଜାରି ରହିଛି ଉଦ୍ୟମ

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୟୁକ୍ରେନରୁ ଫେରି ଆସି ନୂଆଦିଲ୍ଲୀରେ ଥିବା ଓଡିଆ ଛାତ୍ରଛାତ୍ରୀଙ୍କ ସହିତ ଅନ୍ଲାଇନ ଜରିଆରେ ଆଲୋଚନା କରି ଏହା କହିଛନ୍ତି । ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ କରି ୟୁକ୍ରେନରେ…

ଇତିହାସ ରଚିଲେ ମାଧବୀ ପୁରୀ ବୁଚ୍: ପ୍ରଥମ ମହିଳା ଭାବରେ ନେଲେ SEBIର ଦାୟିତ୍ୱ

ନୂଆଦିଲ୍ଳୀ: ପ୍ରଥମ ମହିଳା ଭାବରେ ଇତିହାସ ରଚିଛନ୍ତିି ମାଧବୀ ପୁରୀ ବୁଚ୍ । ପ୍ରଥମ ମହିଳା ଭାବରେ ସେବିର ମୁଖ୍ୟ ଭାବ ରେ ଦାୟିତ୍ୱ ଗ୍ରହଣ କରିଛନ୍ତି ମାଧବୀ । ପୂର୍ବରୁ ପ୍ରତ୍ୟେକ ଥର ସେବିର ମୁଖ୍ୟ ଭାବରେ ପୁରୁଷ…