ପାକିସ୍ତାନ ଆକାଶରେ ଉଡନ୍ତା ଥାଳିଆ: UFOଙ୍କ ଆଗମନ ସନ୍ଦେହ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଳୀ: ପାକିସ୍ତାନ ଆକାଶରେ ଦେଖିବାକୁ ମିଳିଛି ଏକ ଅଜବ ଜିନିଷ । ପାକିସ୍ତାନର ଇସଲାମାବାଦର ଆକାଶରେ ଦେଖିବାକୁ ମିଳିଛି ଏକ ତ୍ରିଭୁଜାକାର ପଦାର୍ଥ ପ୍ରାୟ ଦୁଇ ଘଣ୍ଟା ଧରି ଉଡିଥିଲା । ଏହି ବସ୍ତୁଟି କଣ ତାହା ଜଣା…

ଦୁବାଇରେ ଖୋଲିଲା ବିଶ୍ୱର ସବୁଠୁ ସୁନ୍ଦର ବିଲ୍ଡିଂ: ଭିଡିଓ ଦେଖିଲେ ଆପଣଙ୍କର ବି ଆଖି ଲାଖିଯିବ

ନୂଆଦିଲ୍ଳୀ: ଦୁବାଇରେ ଅବସ୍ଥାପିତ ବିଶ୍ୱର ସବୁଠାୁ ସୁଉଚ୍ଚ ବିଲ୍ଡିଂ ବୁର୍ଜ ଖଲିଫା । ତେବେ ପୁନର୍ବାର ନିଜର ଚମକ୍ରାର ଭାସ୍କର୍ଯ୍ୟରେ ବିଶ୍ୱ ବାସୀଙ୍କ ଧ୍ୟାନ ଆକର୍ଷଣ କରିଛି ଦୁବାଇର ଆଉ ଏକ ସ୍ଥାପତ୍ୟ । ଦୁବାଇର…

ବଦଳିବେ ମୁଖ୍ୟମନ୍ତ୍ରୀ: ରାଜ୍ୟର ମୁଖିଆ ପରିବର୍ତ୍ତନ କରିବା ପାଇଁ ବିଜେପି ନେତାଙ୍କ ଦାବି, ମହାରାଷ୍ଟ୍ରରେ ରାଜନୈତିକ ମାହୋଲ ସରଗରମ

ପୁଣେ: ମହାରାଷ୍ଟ୍ରରେ ରାଜନୈତିକ ଉଷ୍ଣତା ବଢିବାରେ ଲାଗିଛି । ବିଜେପି ଏବଂ ମହାବିକାଶ ଅଘାଡି ମଧ୍ୟରେ ଲାଗି ରହିଛି ଶୀତଳ ଯୁଦ୍ଧ । ତେବେ ଏହି ପରିସ୍ଥିତିରେ ସବୁଠୁ ଚର୍ଚ୍ଚାରେ ଏବେ ରାଜ୍ୟ ବିଜେପି ସଭାପତି…

ଢିଙ୍କିଆ ଯିବେ ହାଇକୋର୍ଟ ସ୍ୱତନ୍ତ୍ର କମିଟି: ଜନଶୁଣାଣି ସହିତ ଶାନ୍ତିପ୍ରତିଷ୍ଠା ପ୍ରୟାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଢିଙ୍କିଆରେ ଶାନ୍ତି ଫେରାଇ ଆଣିବା ପାଇଁ ଆଉ ଏକ ପାଦ ବଢାଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ । ଢିଙ୍କିଆରେ ଜନ ଶୁଣାଣି କରିବା ସହିତ ଶାନ୍ତି ଫେରାଇ ଆଣିବା ପାଇଁ ହାଇକୋର୍ଟ ଏକ ସ୍ୱତନ୍ତ୍ର…

କିଶୋରନଗର ବିଡିଓଙ୍କୁ ନିର୍ବାଚନ ମନା: ପଞ୍ଚାୟତ ନିର୍ବାଚନ କାର୍ଯ୍ୟରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବିଡିଓଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ନେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ନିର୍ବାଚନ କାର୍ଯ୍ୟରୁ ବିଡିଓଙ୍କୁ ନିବୃତ୍ତ ରହିବା ପାଇଁ କମିଶନଙ୍କ ତରଫରୁ ନିର୍ଦ୍ଦେଶ…

କେନ୍ଦ୍ରୀୟ ଡେପୁଟେସନରେ ଯିବେ IAS କ୍ରିଷନ କୁମାର: ବାଣିଜ୍ୟ ବିଭାଗର ହେଲେ ଯୁଗ୍ମ ସଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀ କ୍ରିଷନ କୁମାର କେନ୍ଦ୍ରୀୟ ଡେପୁଟେସନରେ ଯିବେ । ବୁଧବାର ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ କ୍ରିଷନ…

ନିବେଶକଙ୍କ ପ୍ରଥମ ପସନ୍ଦ ପାଲଟିଲା ଚେନ୍ନାଇର ଶେୟର: ଗୋଟିଏ ବର୍ଷରେ ମିଳିଲା ଏତିକି ରିଟର୍ଣ୍ଣ

ନୂଆଦିଲ୍ଲୀ: ମଇଦାନରେ ଖେଳାଳି ହୁଅନ୍ତୁ କିମ୍ବା ମାର୍କେଟରେ ଚେନ୍ନାଇର ଶେୟର ହେଉ । ସବୁଠି ଦେଖିବାକୁ ମିଳୁଛି ଚେନ୍ନାଇ ସୁପର କିଙ୍ଗସର ଦବଦବା । ଫ୍ରାଞ୍ଚାଇଜି ମାନଙ୍କ ପାଇଁ ଏହା ପାଲଟିଛି ଏକ ହଟସ୍ପଟ । ଗତ ବର୍ଷେ…

ଭୋଟ ଲିଷ୍ଟରେ ନାଁ ନଥିଲା: ବିଡିଓଙ୍କୁ ଅଟକ ରଖିଲେ ଗାଁ ଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ପଞ୍ଚାୟତ ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଏକାଧିକ ସ୍ଥାନରେ ଦେଖା ଦେଇଛି ହିଂସାକାଣ୍ଡ । କେଉଁଠି ଲାଇଭ ବୁଥ୍…

ୟୁକ୍ରେନରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା: ଜାଣନ୍ତୁ କେଉଁଠି ଏବଂ କେବେ ଯାଏଁ ଲାଗୁ ହେବ ଏହି କଟକଣା

ନୂଆଦିଲ୍ଲୀ: ଥମିବାର ନାଁ ନେଉନି ୟୁକ୍ରେନ ସଂକଟ । ଗୋଟିଏ ପରେ ଗୋଟିଏ ନୂଆ ସଙ୍କଟ ସହ ଯୁଦ୍ଧ କରିଚାଲିଛି ୟୁକ୍ରେନ । ପ୍ରାପ୍ତ ସୂଚନା ଅନୁଯାୟୀ ୟୁକ୍ରେନରେ ଏବେ ଜରୁରୀକାଳୀନ ପରିସ୍ତିତି ଘୋଷଣା କରି ଦିଆଯାଇଛି ।…

ୟୁପି ନିର୍ବାଚନ: ଅପରାହ୍ନ ୩ଟା ସୁଦ୍ଧା ୫୦ ପ୍ରତିଶତ ମତଦାନ, ଭୋଟ ଦେଲେ ମାୟାବତୀ

ନୂଆଦିଲ୍ଳୀ: ସୁରୁଖୁରୁରେ ଜାରି ରହିଛି ଉତ୍ତର ପ୍ରଦେଶ ନିର୍ବାଚନ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଥିବା ବେଳେ ଅପରାହ୍ନ ୩ଟା ସୁଦ୍ଧା ୪୯.୮୯ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା ଜଣାପଡିଛି ।…