ମୋ ସ୍ୱାମୀ ମଦ ପିଉଥିଲେ ମୁଁ ମାନୁଛି, ମାତ୍ର ଏହାର ଶାସ୍ତି ରାଜବୀରକୁ ନମିଳୁ: କ୍ୟାମେରା ସାମ୍ନାରେ କାନ୍ଦି ପକାଇଲେ ରାଜବୀରର ମା, [Video]

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୋ ସ୍ୱାମୀ ମଦ ପିଇଛନ୍ତି ଏହା ଆମର ଭୁଲ୍ । ତେବେ ଏହାର ଶାସ୍ତି ମୋ ପୁଅକୁ ନମିଳୁ ବୋଲି କ୍ୟାମେରା ସାମ୍ନାରେ କାନ୍ଦି କାନ୍ଦି କହିଛନ୍ତି ରାଜବୀର ରଣାର ମା’ । ୧୯ ମାସର ଶିଶୁ ରାଜବୀର…

ଅଧିକ ଗ୍ରୀନ୍ ଟି ପିଉଥିଲେ ହୋଇ ଯାଆନ୍ତୁ ସାବଧାନ: ହୋଇପାରେ ଏହି ସବୁ ଅସୁବିଧା

ଆଜି କାଲି ଗ୍ରୀନ୍‌ ଟି’ ପିଇବା ଏକ ଟ୍ରେଣ୍ଡ ପାଲଟିଗଲାଣି। ପତଳା ହେବା ପାଇଁ ଆଉ ଫିଟ୍‌ ରହିବା ପାଇଁ ଅଧିକାଂଶ ଲୋକେ ଗ୍ରୀନ୍‌ ଟି’ ପିଇବାକୁ ଭାରି ପସନ୍ଦ କରନ୍ତି। ରିପୋର୍ଟ ଅନୁଯାୟୀ, ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ…

ପାକିସ୍ତାନରେ ଏହି ସୈନ୍ୟ ଅଧିକାରୀ, ନେତାଙ୍କ ପାଖରେ ରହିଛି କୋଟି କୋଟି ସମ୍ପତ୍ତି, ସ୍ୱିସ୍ ବ୍ୟାଙ୍କ ଡାଟା ଲିକରେ ହେଲା ଖୁଲାସା

ବଢ଼ୁଥିବା ଦରଦାମ ଏବଂ ଆର୍ଥିକ ସଂକଟ ଯୋଗୁଁ ପାକିସ୍ତାନର ଅବସ୍ଥା ଖରାପ ରହିଛି । କିନ୍ତୁ ଏହି ଦେଶରେ କିଛି ଏମିତି ଲୋକ ରହିଛନ୍ତି ଯେଉଁମାନଙ୍କର ଅପର୍ଯ୍ୟାପ୍ତ ଧନ ରହିଛି ଏବଂ ତାହା ସ୍ୱିସ୍ ବ୍ୟାଙ୍କରେ ରହିଛି । ଏହି…

ବିଜେପି କର୍ମୀଙ୍କ ପାଦ ଛୁଇଁଲେ ପ୍ରଧାନମନ୍ତ୍ରୀ ମୋଦୀ: ଦେଖନ୍ତୁ ଭାଇରାଲ Video

ନୂଆଦିଲ୍ଲୀ: ବିଜେପି କର୍ମୀଙ୍କ ପାଦ ଛୁଇଁଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ୟୁପି ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ଗତକାଲି ଉନ୍ନାଓରେ ଏକ ସମାବେଶରେ ଯୋଗ…

ଗାତରେ ଫସି ରହିଥିଲା ହାତୀ: ଉଦ୍ଧାର କରିବା ପାଇଁ ଦରକାର ପଡିଲା ଆର୍କମିଡିସଙ୍କ ସିଦ୍ଧାନ୍ତ, ଭିଡିଓ ଭାଇରାଲ

ବୈଜ୍ଞାନିକଙ୍କ ସିଦ୍ଧାନ୍ତ କେବଳ ଯେ ବୈଷୟିକ ଆଧାରରେ ଦରକାର ପଡିଥାଏ । ତାହା କହିବା ଭୁଲ ହେବ । ଅନେକ ସମୟରେ ଏସବୁ ଅସଲ ଜୀବନରେ ମଧ୍ୟ କାମରେ ଲାଗିଥାଏ । ଅନେକ କ୍ଷେତ୍ରରେ ନିଜ ଜୀବନକୁ ବିପଦରୁ ରକ୍ଷା କରିବା ପାଇଁ…

ଟ୍ୱିଟର ଫେସବୁକକୁ ଟକ୍କର ଦେବ ଟ୍ରମ୍ପଙ୍କ ନୂଆ ସୋସିଆଲ ମିଡିଆ ଆପ୍

ନୂଆଦିଲ୍ଳୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତାଙ୍କର ନୂଆ ସୋସିଆଲ ମିଡିଆ ଆପ୍ ‘ଟୁଥ୍ ସୋସିଆଲ’ ଲଞ୍ଚ କରିଛନ୍ତି । ଏହି ଆପ୍ ଲଞ୍ଚ ସହ ପୁଣିଥରେ ସେ ସୋସିଆଲ ମିଡିଆ ଜଗତକୁ ଫେରିଛନ୍ତି । ଗତ ୨୦୨୧ ରେ ଫେସବୁକ୍ ଟ୍ୱିଟର…

ତାମିଲ ଚଳଚ୍ଚିତ୍ରରେ ନଜର ଆସିବେ କ୍ୟାପଟେନ କୁଲ: ନିର୍ଦ୍ଦେଶକଙ୍କ ସହ ଆଲୋଚନା ପରେ ଦେଲେ ଖୁସି ଖବର

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ଫ୍ୟାନ୍ସମାନଙ୍କ ପାଇଁ ଦେଇଛନ୍ତି ଖୁସିର ଖବର । ଖୁବ ଶୀଘ୍ର ସିନେମା ଇଣ୍ଡଷ୍ଟ୍ରିକୁ ଏଣ୍ଟ୍ରି କରିବେ ବୋଲି ସେ ସଂକେତ ଦେଇଛନ୍ତି । ଚେନ୍ନାଇ ସୁପର…

ବିଶ୍ୱ ମାତୃଭାଷା ଦିବସ: ‘Wooden coaster’ ଚିତ୍ରକଳାରେ ଓଡ଼ିଆ ଭାଷାକୁ ସମ୍ମାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନ୍ତର୍ଜାତୀୟ ମାତୃଭାଷା ଦିବସ ପ୍ରତିବର୍ଷ ଫେବୃଆରୀ ୨୧ ତାରିଖରେ ବିଶ୍ୱବ୍ୟାପୀ ଭାଷାଗତ ଓ ଚଳଣିଗତ ବିଭିନ୍ନତା ତଥା ବହୁ ଭାଷା ପଣ ପ୍ରଚାର ନିମନ୍ତେ ପାଳିତ ହୋଇଥାଏ । ୟୁନେସ୍କୋ ଦ୍ୱାରା…

୩୦୦ କୋଟିର କ୍ରୀଡା ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କଲେ ନବୀନ: ୧୨୦ କୋଟି ବ୍ୟୟରେ ନିର୍ମିତ ହେବ ଇନଡୋର ଷ୍ଟାଡିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ କମ୍ପଲେକ୍‌ସ ଗସ୍ତ କରି ସେଠାରେ ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ବିଶେଷତଃ ନିର୍ମଣାଧୀନ…

କୋର୍ବେଭାକ୍ସ ଟିକାକୁ DCGIର ମଞ୍ଜୁରୀ: ୧୨-୧୮ ବର୍ଷ ପିଲାଙ୍କଠାରେ ହେବ ବ୍ୟବହାର

ନୂଆଦିଲ୍ଲୀ: କରୋନା ଟିକା କୋର୍ବେଭାକ୍ସକୁ ଡିସିଜିଆଇର ଚୂଡ଼ାନ୍ତ ଅନୁମତି । ବାୟୋଲୋଜିକାଲ-ଇ’ର ଟିକା କୋର୍ବେଭାକ୍ସକୁ ଅନୁମତି ମିଳିଲା । ୧୨-୧୮ ବର୍ଷ ବୟସ୍କ ପିଲାଙ୍କ ଠାରେ ବ୍ୟବହାର ହେବ ଏହି ଟିକା ।…