ଆଉ ଜଣେ ତପସ୍ୱିନୀ: ପ୍ରମିଳା ତ୍ରିପାଠୀଙ୍କ ସହ ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସିଲେ ରଶ୍ମିତା, ଦେଖନ୍ତୁ Video
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁର ସହରର ବହୁଚର୍ଚ୍ଚିତ ତପସ୍ୱିନୀ ଓ ଡାକ୍ତର ସୁମିତଙ୍କ ମାମଲା ସାମାଧାନ ନହେଉଣୁ ଆଉ ଏକ ମାମଲା ସାମ୍ନାକୁ ଆସିଛି । ୨ ଦିନ ହେବ ଜଣେ ମହିଳା ଶ୍ୱଶୁର ଘର ଆଗରେ ବସି ଧାରଣା…