ଏଣିକି ବଡ଼ପାଟିରେ କଥା ହେଲେ, ମ୍ୟୁଜିକ୍ ଶୁଣିଲେ ହେବ କାର୍ଯ୍ୟାନୁଷ୍ଠାନ: ପୂର୍ବତଟ ରେଳବାଇର ନୂଆ ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଆପଣମାନେ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଆଉ ଉଚ୍ଚସ୍ୱରରେ ପାଟି କରିପାରିବେ ନାହିଁ । ନିକଟରେ ରେଳ ଯାତ୍ରୀଙ୍କ ମଧ୍ୟରେ ଶାଳୀନତା ଓ ଶିଷ୍ଟାଚାର ବଜାୟ ରଖିବା ପାଇଁ ପୂର୍ବତଟ…

କଣ ଆପଣ ୮ବର୍ଷ ତଳର ପୁରୁଣା ଗାଡ଼ି ଚଳାଉଛନ୍ତି କି? ଯଦି ହଁ, ତାହେଲେ ପ୍ରତିବର୍ଷ କରିବାକୁ ପଡ଼ିବ ଏହି କାମ

ନୂଆଦିଲ୍ଲୀ: ୮ ବର୍ଷ ତଳର ପୁରୁଣା ଗାଡ଼ି ଚଳାଉଥିଲେ ପ୍ରତିବର୍ଷ ଆପଣଙ୍କୁ ନିଜ ଗାଡ଼ିର ଫିଟନେସ୍ ଟେଷ୍ଟ୍ କରିବାକୁ ହେବ । କେନ୍ଦ୍ର ସରକାର ପରିବେଷ ଓ ସଡ଼କ ସୁରକ୍ଷା କୁ ଆଖି ଆଗରେ ରଖି ଏହି ନିୟମକୁ ବାଧ୍ୟତାମୂଳକ…

ଆଜି ଶ୍ରୀମନ୍ଦିରରେ ୨ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ(ଓଡ଼ିଶା ଭାସ୍କର): ଶନିବାର ଅର୍ଥାତ୍ ଆଜି ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ । ତେଣୁ ତାଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ୨ ଘଣ୍ଟା…

ୟୁକ୍ରେନ୍-ଋଷିଆ ବିବାଦ: ପୂର୍ବ ୟୁକ୍ରେନରେ କାର୍ ବ୍ଲାଷ୍ଟ୍, ଗ୍ୟାସପାଇପ୍ ଲାଇନ୍ ରେ ନିଆଁ, ଆରମ୍ଭ ହେଲା କି ଯୁଦ୍ଧ!

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ୍ ମଧ୍ୟରେ ବିବାଦ ଜାରି ରହିଛି । ବିବାଦ ବଢ଼ିଚାଲିଛି କିନ୍ତୁ କମିବାର ନାଁ ଧରୁ ନାହିଁ । ଦାବି ଜୋରଦାର୍ କରାଯାଉଛି ଯେ, ଯୁଦ୍ଧ ପରିସ୍ଥିତି ଉପୁଜିବ ନାହିଁ କିନ୍ତୁ ଅସଲ ସ୍ଥିତି ଭିନ୍ନ ।…

ରାଶିଫଳ(ଶନିବାର,୧୯ ଫେବୃଆରୀ,୨୦୨୨)

ମେଷ - ଆଜି କୌଣସି ଯୋଜନା ମୁତାବକ ସଫଳ ହେବେ ମାତ୍ର ଜୀବନସାଥିର ସ୍ବାସ୍ଥ୍ୟ ବିଗିଡିବ, ଆୟ କରିବାର ସୁଯୋଗ ଷୃଷ୍ଟି ହେବ ଏବଂ ବ୍ୟବସାୟରେ ଲାଭ ବଢିବ ଓ ବିବାହଯୋଗ୍ୟ ପିଲାଙ୍କର ବିବାହ ସମ୍ଭାବନା ଷୃଷ୍ଟି ହେବ,…

ରାଜ୍ୟରେ ବଦଳିଲା ପାଗ, ଆସନ୍ତା ୩ ଦିନ ଯାଏଁ ବର୍ଷିବା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟ ବଦିଳା ପାଗ। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସାଙ୍ଗକୁ କୁହୁଡି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଶନିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର,…

ଆଜିଠୁ ୨ ଦିନିଆ ପୁରୀ ଗସ୍ତରେ ଆସୁଛି ରାଷ୍ଟ୍ରପତି, ଅପରାହ୍ନରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ

ପୁରୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପାତି ରାମନାଥ କୋବିନ୍ଦ ଏକ ଦୁଇଦିନିଆ ଗସ୍ତରେ ଆସି ଶନିବାର ଅପରାହ୍ନରେ ପୁରୀରେ ପହଞ୍ଚିବେ । ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା…

ସୀମାରେ ଋଷ ନିଯୋଜିତ କରିଛି ୧.୫ ଲକ୍ଷ ସୈନିକ: ସଂସଦରେ ୟୁକ୍ରେନର ଦାବି

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ଋଷ ମଧ୍ୟରେ ଜାରି ରହିଛି ଯୁଦ୍ଧ ସ୍ଥିତି । ଋଷ ଏହାର ସବୁ ସୈନ୍ୟଙ୍କୁ ସୀମାରୁ ହଟାଇଥିôବା ବୋଲି କହୁଥିବାବେଳେ । ଏହାରି ମଧ୍ୟରେ ୟୁକ୍ରେନ ରକ୍ଷା ମନ୍ତ୍ରୀ ଓଲେକ୍ସିୀ ରେଜନିକୋଭ କହିଛନ୍ତି…

ପାୱେଲ ଓ ପୁରନଙ୍କ ଅର୍ଦ୍ଧଶତକ ବେକାର: ଶେଷ ଓଭର ଥ୍ରିଲର ସହିତ ସିରିଜ ଜିତିଲା ଭାରତ

ନୂଆଦିଲ୍ଲୀ: ଦ୍ୱିତୀୟ ଟି-୨୦ ମୁକାବିଲାକୁ ୮ ରନରେ ଜିତିବା ସହିତ ଭାରତ ଟି-୨୦ ସିରିଜ ଉପରେ କବଜା କରିଛି । ଦଳର ଓପନର ଇଶାନ କିଶାନ ମାତ୍ର ୨ ରନ କରି ପାଭିଲିୟନ ଫେରିଥିବା ବେଳେ ପଡିଆକୁ ଆସିଥିଲେ ବିରାଟ କୋହଲି ।…

ଗଧ ଚୋରି ଅଭିଯୋଗରେ କଂଗ୍ରେସ ନେତା ଗିରଫ, ଗଧ ସହିତ ପାଳନ କଲେ କେସିଆରଙ୍କ ଜନ୍ମ ଦିନ

ହାଇଦ୍ରାବାଦ : ଗଧ ଚୋରି ଅଭିଯୋଗରେ ଗିରଫ ହେଲେ ତେଲଙ୍ଗାନା ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିଅନ ଅଫ ଇଣ୍ଡିଆର ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଭେଙ୍କଟ ବାଲମୁର। ସବୁଠୁ ବଡ କଥା ଫେବୃଆରୀ ୧୭ରେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ…