ବିଧାୟକ ଭୁଲିଗଲେ ହିତାହିତ ଜ୍ଞାନ: ରାସ୍ତା ମଝିରେ ପୂର୍ବତନ ବିଧାୟକଙ୍କ ଗାଳି ଗୁଲଜର ଭିଡିଓ ଭାଇରାଲ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସୋରର ପୂର୍ବତନ ବିଧାୟକ ଓ ବର୍ତ୍ତମାନର ବିଧାୟକଙ୍କ ମଧ୍ୟରେ ହୋଇଥିବା ତୁମୁଳକାଣ୍ଡର ଭିଡିଓ ମୋବାଇଲରୁ ମୋବାଇଲ ଘୁରିବୁଲୁଛି । ସୋର ବିଧାୟକ ପର୍ଶୁରାମ ଧଡାଙ୍କ ଦବଙ୍ଗଗିରିକୁ ନେଇ…