ହିଜାବ ପିନ୍ଧାକୁ ନେଇ ବିବାଦ: ଉଚ୍ଚତମ ବେଞ୍ଚକୁ ମାମଲା ସ୍ଥାନାନ୍ତର କଲେ ହାଇକୋର୍ଟ, ଜାଣନ୍ତୁ ଅପଡେଟ୍
ନୂଆଦିଲ୍ଲୀ: କର୍ଣ୍ଣାଟକ ହିଜାବ ମାମଲାକୁ ନେଇ ଅଡୁଆ ଥମିବାର ନାମ ନେଉନାହିଁ । ଛାତ୍ରୀ ମାନେ ହିଜାବ ପିନ୍ଧିବାକୁ ନେଇ ଧାରଣାରେ ରହିଥିବା ବେଳେ ବିଭିନ୍ନ କଲେଜ କର୍ତ୍ତୃପକ୍ଷ ଏହାକୁ ବିରୋଧ କରୁଛନ୍ତି । ଶ୍ରେଣୀଗୃହ…