fbpx

ସ୍ୱାମୀର ତଣ୍ଟିକାଟି ହତ୍ୟା କଲା ସ୍ତ୍ରୀ: ଥାନାରେ ଅଟକ ରଖିଲା ପୋଲିସ

ଆଠଗଡ଼: ସ୍ୱାମୀର ତଣ୍ଟିକାଟି ହତ୍ୟା କଲା ସ୍ତ୍ରୀ । ପାରିବାରିକ କଳହକୁ ନେଇ ସ୍ୱାମୀର ତଣ୍ଟି କାଟିଦେଲା । ଆଠଗଡ଼ ପୌରାଞ୍ଚଳ ୪ ନମ୍ବର ୱାର୍ଡରେ ଜଘନ୍ୟ କାଣ୍ଡ । ସ୍ୱାମୀ ମଙ୍ଗୁଳି ନାୟକର ତଣ୍ଟି କାଟିଲା ଦ୍ୱିତୀୟ ସ୍ତ୍ରୀ ରୀନା । ରୀନା ମଙ୍ଗୁଳିଙ୍କ ଦ୍ୱିତୀୟ ସ୍ତ୍ରୀ ବୋଲି ଜଣାପଡ଼ିଛି । ଅଭିଯୁକ୍ତ ଦ୍ୱିତୀୟ ପତ୍ନୀକୁ ଥାନାରେ ଅଟକ ରଖି ପୋଲିସର ଜେରା ।

Get real time updates directly on you device, subscribe now.