(Video) ଲତାଙ୍କର ପ୍ରକୃତ ନାମ କ’ଣ ଥିଲା, କାହିଁକି ସେ ‘ମଙ୍ଗେସକର’ ସରନେମ୍ ଲେଖୁଥିଲେ, ଜାଣନ୍ତୁ ୯୦ ବର୍ଷ ତଳର କାହାଣୀ
ନୂଆଦିଲ୍ଲୀ: ଆଉ ନାହାନ୍ତି ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । ୯୨ ବର୍ଷ ବୟସରେ ଆଜି ଆମ ସମସ୍ତଙ୍କୁ ଛାଡ଼ି ଚିର ନିଦ୍ରାରେ ଶୋଇଯାଇଛନ୍ତି କୋକିଳକଣ୍ଠୀ । ତେବେ ଏହି ଭାରତରତ୍ନ ଗାୟିକାଙ୍କ ବିୟୋଗରେ ଆଜି ସାରା ଭାରତବର୍ଷ…