Featured ବଡ ପରିବର୍ତ୍ତନ ଆଣିଲା ଏସବିଆଇ: ଆଇଏମପିଏସ୍ ଉପରେ ବଢିବ ଚାର୍ଜ [Video] Abinash Kumar Dhal Jan 31, 2022 ନୂଆଦିଲ୍ଳୀ: ଏସ.ବି.ଆଇ. ବଦଳାଇଛି ନିୟମ । ନୂଆ କରି ଏବେ ଘୋଷଣା ହୋଇଛି । ପ୍ରତି ଶାଖାରେ ଏଣିକି ଟଙ୍କା ସ୍ଥାନାନ୍ତର ପାଇଁ ତୁରନ୍ତ ପେମେଣ୍ଟ ସର୍ଭିସ ତଥା ଆଇ ଏମ ପି ଏସ ର ସୀମା ବୃଦ୍ଧି କରିଛି । ବ୍ୟାଙ୍କ ଦେଇଥିବା…
Featured ରେକର୍ଡ ଗ୍ରାଣ୍ଡସ୍ଲାମ ବିଜୟ ପରେ ନାଦାଲଙ୍କ ରାଙ୍କିଙ୍ଗରେ ପଦୋନ୍ନତି: ଏକ ନମ୍ବର ସ୍ଥାନ ବଜାୟ ରଖିଲେ ବାର୍ଟ୍ଟି ଓ ଜୋକୋଭିଚ୍ Abinash Kumar Dhal Jan 31, 2022 ନୂଆଦିଲ୍ଲୀ: ଅଷ୍ଟ୍ରେଲିଆନ୍ ଓପନ ବିଜୟୀ ହୋଇଥିବା ସ୍ପେନର ରାଫେଲ ନାଦାଲଙ୍କ ରାଙ୍କିଙ୍ଗରେ ଉନ୍ନତି ଘଟିଛି । ନାଦାଲ କଡା ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଡାନିଲ ମେଦଭେଦେଭଙ୍କୁ ପରାସ୍ତ କରିଥିଲେ । ଏହି ମୁକାବିଲାରେ…
Breaking News ଇଲେକ୍ଟ୍ରିକ ଯାନ ଉପରେ ରାଜ୍ୟ ସରକାରଙ୍କ ରିହାତି: ମିଳିବ ୫୦ ହଜାର ପର୍ଯ୍ୟନ୍ତ ଟିକସ ଛାଡ଼ Odisha Bhaskar Bureau Jan 31, 2022 ଭୁବନେଶ୍ୱର: ଇ-ଯାନ ବ୍ୟବହାରକାରୀଙ୍କ ପାଇଁ ରାଜ୍ୟସରକାରଙ୍କ ଘୋଷଣା । ଇ-ଯାନ ପାଇଁ ପଞ୍ଜୀକରଣ ଫି’ ଓ ଟିକସ ଛାଡ଼ କଲେ ରାଜ୍ୟ ସରକାର । ଏହି ସୁବିଧା ପିଛିଲା ଭାବେ ୨୦୨୧ ସେପ୍ଟେମ୍ବରରୁ ଏହା ଲାଗୁ ହେବ । ଏନେଇ ଘୋଷଣା…
Featured ରାଜ୍ୟପାଳଙ୍କୁ ଟ୍ୱିଟ୍ଟରରେ ବ୍ଲକ୍ କରି ଦେଲେ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ କଣ ରହିଛି କାରଣ Abinash Kumar Dhal Jan 31, 2022 ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ଜଗଦୀପ ଧନକାରଙ୍କ ମଧ୍ୟରେ ବିବାଦ ନୂଆ ମୋଡ ନେଇଛି । ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସରକାରୀ…
Breaking News କରହଲ ଆସନରୁ ନାମାଙ୍କନ ଭରିଲେ ଅଖିଲେଶ: କହିଲେ ବିଜେପି ଏଠାରେ ଯାହାକୁ ବି ପ୍ରାର୍ଥୀ କରିବ ତାଙ୍କର ହାର୍ ସୁନିଶ୍ଚିତ Odisha Bhaskar Bureau Jan 31, 2022 ଉତ୍ତର ପ୍ରଦେଶରେ ଜାରି ରହିଛି ନିର୍ବାଚନୀ ଉଷ୍ମତା । ଏହାରି ମଧ୍ୟରେ ସମାଜବାଦୀ ପାର୍ଟୀ ମୁଖ୍ୟ ଅଖିଲେଶ ଯାଦବ ସୋମବାର ମୈନପୁରୀର କରହଲ ସିଟରୁ ନାମାଙ୍କନ ଭରିଛନ୍ତି । ଅଖିଳେଶ ପ୍ରଥମ ଥର ବିଧାନସଭା ନିର୍ବାଚନ…
Breaking News (Video) ଓକିଲଙ୍କ ଠାରୁ ଝାମ୍ପିନେଲେ ୧୫ ଲକ୍ଷ: ସିସିଟିଭି ଭିଡିଓ ଆଧାରରେ ପୋଲିସର ତଦନ୍ତ ଜାରି Odisha Bhaskar Bureau Jan 31, 2022 ଦିନ ଦ୍ୱିପ୍ରହରରେ ଲୁଟ୍ । ଗାଡିରେ ଆସୁଛନ୍ତି ଆଉ ଝାମ୍ପି ନେଉଛନ୍ତି ଟଙ୍କା ବ୍ୟାଗକୁ । ଆଉ ଦେଖୁ ଦେଖୁ ହୋଇଯାଉଛନ୍ତି ଉଭାନ । ଏଭଳି ଏକ ଘଟଣା ଘଟିଛି ସମ୍ବଲପୁର ସହରରେ । ଯେଉଁଠି ଜଣେ ବ୍ୟକ୍ତି ଟଙ୍କା ବ୍ୟାଗ୍ ନେଇ…
Breaking News ଭଡ଼ା ଘରୁ ସେକ୍ସ ରାକେଟ ଠାବ: ୨ ଯୁବତୀଙ୍କ ସହ ୪ ଅଟକ Odisha Bhaskar Bureau Jan 31, 2022 କଟକ: ଲାଲବାଗ ଥାନା ଅଞ୍ଚଳରେ ଏକ ଭଡ଼ା ଘରୁ ସେକ୍ସ ରାକେଟ ଠାବ । ଏକ ଭଡ଼ା ଘରେ ସେକ୍ସ ରାକେଟ ଚାଲୁଥିବା ନେଇ ସୂଚନା ପାଇ ଲାଲବାଗ ପୋଲିସ ରେଡ୍ କରିଥିଲା । ଭଡ଼ା ଘରୁ ୨ ଯୁବତୀ ଉଦ୍ଧାର କରିବା ସହ ଜଣେ ଗ୍ରାହକ ଓ ଦଲାଲଙ୍କ…
Breaking News ୩ ଓ ୪ ତାରିଖରେ ହୋଇପାରେ ବର୍ଷା! ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ Odisha Bhaskar Bureau Jan 31, 2022 ଭୁବନେଶ୍ୱର: ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଆର୍ଦ୍ରରେଖା ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା । ଆସନ୍ତା ୩ ତାରିଖ ଏବଂ ୪ ତାରିଖରେ ହୋଇପାରେ ବର୍ଷ । ସପଟେ ପାଣିପାଗ ବିଭାଗ ପକ୍ଷରୁ ୩ ତାରିଖ ପାଇଁ ୬ ଜିଲ୍ଲା ଓ ୪…
Featured ଇଣ୍ଡିଆ ବୁକ ଅଫ ରେକର୍ଡରେ କୁନି ଝିଅ ପରିରୂପା: ୧ ଘଣ୍ଟାରେ ଗାଉଛନ୍ତି ୭ ସହ ଶ୍ଲୋକ Odisha Bhaskar Bureau Jan 31, 2022 କଥାରେ ଅଛି ଇଚ୍ଛା ଥିଲେ ସବୁ ଅସମ୍ଭବ ସମ୍ଭବ ହୋଇପାରେ । ହେଲେ ଆଜିର ପିଢୀ ପଥଭ୍ରଷ୍ଟ ହେଉଥିବା ବେଳେ ଏହି କୁନିଝିଅ କିନ୍ତୁ କରି ଦେଖାଇଛି ଏକ ନୂଆ ରେକର୍ଡ । ଶ୍ରୀମଦ୍ ଭଗବତ ଗୀତାର ୭ ଶହ ଶ୍ଳୋକକୁ ଏକ ଘଂଟାରେ ଆବୃତି…
Breaking News ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ବୁଷ୍ଟର ଡୋଜ୍, ଘୋଷଣା କଲେ ରାଜ୍ୟ ନିର୍ବାଚନ କମିଶନ Odisha Bhaskar Bureau Jan 31, 2022 କରୋନା ମହାମାରୀ ପ୍ରକୋପ ମଧ୍ୟରେ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ଏଥିପାଇଁ ସମସ୍ତ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସଂପୂର୍ଣ୍ଣ ଭାବରେ କୋଭିଡ କଟକଣା ପାଳନ ସହ ନିର୍ବାଚନ ଆୟୋଜନ ପାଇଁ ନିର୍ଦ୍ଦେଶ…