ହୃଦଘାତ ଓ ଡାଇବେଟିସ୍ ଆପଣଙ୍କ ପାଖ ଛୁଇଁବନି: ଆଜି ଖାଇବାରେ ସାମିଲ କରନ୍ତୁ କୋଳଥ
ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥ ମଧ୍ୟରେ ଡ଼ାଲି ହେଉଛି ଏକ ପ୍ରମୁଖ ଖାଦ୍ୟ । ଡ଼ାଲିରେ ଭରିରହିଥାଏ ବିଭିନ୍ନ ପ୍ରକାରର ପ୍ରୋଟିନ । ଯଦ୍ୱାରା ଆମକୁ ଶକ୍ତି ମିଳିଥାଏ ଶରୀରରେ ମଧ୍ୟ ବହୁ ପରିବର୍ତ୍ତନ ପରିଲକ୍ଷିତ…