ପଦୋନ୍ନତିରେ ସଂରକ୍ଷଣ: ଏସସି-ଏସଟିର ଧନୀ ବର୍ଗଙ୍କୁ ମିଳିବନି ପ୍ରୋମୋଶନ୍!
ନୂଆଦିଲ୍ଲୀ: ଏସସି-ଏସଟି ବର୍ଗରେ ପଦୋନ୍ନତି ପାଇଁ ସଂରକ୍ଷଣ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି, କିନ୍ତୁ ଏସସି-ଏସଟି ବର୍ଗରେ ପଦୋନ୍ନତି ପାଇଁ କ୍ରିମି ଲେୟର୍ ର ନିୟମ ଲାଗୁ କରିବା ମାମଲା ବିଚାରାଧୀନ…