fbpx

ଦାୟିତ୍ୱ ନେଲେ ନରୱାଣେ

ନୂଆଦିଲ୍ଲୀ,୩୧ ।୧୨: ସ୍ଥଳସେନାର ମୁଖ୍ୟ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ମନୋଜ ମୁକୁନ୍ଦ ନରୱାଣେ । ଜେନେରାଲ ବିପିନ ରାୱତଙ୍କଠାରୁ ଦାୟିତ୍ୱ ଗ୍ରହଣ କଲେ ନରୱାଣେ । ସେନାର ୨୮ ତମ ସେନାଧ୍ୟକ୍ଷ ହେଲେ ନରୱାଣେ ।…

ସିଏଏ ଉପରେ ପର୍ଣ୍ଣ ଷ୍ଟାରର ଫଟୋ ସେୟାର କରି ଟ୍ରୋଲ୍ ହେଲେ ପାକିସ୍ତାନୀ ନେତା

ଇସଲାମାବାଦ,୩୧ ।୧୨: ନାଗରିକତା ସଂଶୋଧନ ଆଇନ ପାସ୍ ହେବା ପରେ ପାକିସ୍ତାନ ଲଭାତାର ଭାରତ ଉପରେ ଆକ୍ରମଣ କରିବାରେ ଲାଗିଛି । ଭାରତର ଅନ୍ତରୀଣ ମାମଲାରେ ବୟାନ ଦେଇ ବାରମ୍ବାର ଟ୍ରୋଲ ହେବାରେ ଲାଗିଛନ୍ତି ପାକିସ୍ତାନୀ…

ଡିଜିଙ୍କ ନୂଆବର୍ଷର ଶୁଭେଚ୍ଛା, କହିଲେ- କଡାକଡି ହେବ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର,୩୧ ।୧୨(ଓଡିଶା ଭାସ୍କର): ରାଜ୍ୟବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ପୋଲିସ ଡିଜି ଅଭୟ । ନୂଆବର୍ଷା ପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ…

ପରଲୋକରେ ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି.ସ୍ୱାମୀ

ନୂଆପଡା,୩୧ ।୧୨(ଓଡିଶା ଭାସ୍କର): ପରଲୋକରେ ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି.ସ୍ୱାମୀ ବା ଅଳାଜଙ୍ଗି ବିଶ୍ୱନାଥ ସ୍ୱାମୀ । ନୂଆପଡା ଖରିଆର ରୋଡ୍ ସ୍ଥିତ ବାସଭବନରେ ତାଙ୍କ ଦେହାନ୍ତ ଘଟିଛି । ୯୧ ବର୍ଷ ବୟସରେ…

ରାଜ୍ୟରେ ହାଡଭଙ୍ଗା ଶୀତ, ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ୱର,୩୧ ।୧୨(ଓଡିଶା ଭାସ୍କର): ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଲାଗିରହିଛି । ରାଜ୍ୟର ସବୁଠାରୁ ଶୀତଳ ସହର ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ରେକର୍ଡ କରାଯାଇଛି । ସୋନପୁର ୫.୬ ଡିଗ୍ରୀ ସହ ଦ୍ୱିତୀୟ…

ଭିଜିଲାନ୍ସ ଜାଲରେ କିରାଣି

କଳାହାଣ୍ଡି,୩୧ ।୧୨(ଓଡିଶା ଭାସ୍କର): ଭିଜିଲାନ୍ସ ଜାଳରେ ଫସିଲେ କଳାହାଣ୍ଡି ଡିଆରଡିଏ କାର୍ଯ୍ୟାଳୟର ମୁଖ୍ୟ କିରାଣି । ହର ପ୍ରସାଦ ଆଚାର୍ଯ୍ୟଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି । ଏହି ଅଭିଯୋଗ…