fbpx

ପରଲୋକରେ ଗୀତା ମେହେଟ୍ଟାଙ୍କ ସ୍ୱାମୀ

ଭୁବନେଶ୍ୱର,୩୧ ।୧୨(ଓଡିଶା ଭାସ୍କର): ବିଜୁ ପଟ୍ଟନାୟକଙ୍କ ଜ୍ୱାଇଁ ଅର୍ଥାତ୍ ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନି ମେହେଟ୍ଟାଙ୍କ ଆଜି ଦେହାନ୍ତ ହୋଇଛି । ୭୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଭିଣୋଇର ମୃତ୍ୟୁରେ…

ଜମ୍ମୁ କାଶ୍ମୀରରେ ଭୂକମ୍ପ ଝଟକା

ଶ୍ରୀନଗର, ୩୦/୧୨: ଜାମ୍ମୁ କାଶ୍ମୀରରେ ସୋମବାର ବିଳମ୍ବିତ ରାତ୍ରିରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିବା ସୁଚନା ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୪ ଥିବା ରେକର୍ଡ କରାଯାଇଛି ।  ଭୂକମ୍ପ ଯୋଗୁଁ କୌଣସି…

ବଢ଼ିଲା ପ୍ୟାନ୍-ଆଧାର ଲିଙ୍କ ଅବଧି

ଭୁବନେଶ୍ୱର, ୩୦ା୧୨(ଓଡ଼ିଶା ଭାସ୍କର): ପ୍ୟାନ କାର୍ଡ଼ ଓ ଆଧାରଲିଙ୍କର ସମୟସୀମା ବଢ଼ିଥିବା ସୂଚନା ମିଳିଛି । ଆସନ୍ତାବର୍ଷ ମାର୍ଚ୍ଚ ୩୧ଯାଏଁ ସମୟସୀମାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଆସନ୍ତାକାଲି ପ୍ୟାନ ଓ ଆଧାର ଲିଙ୍କ…

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ, ୩୦ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ନିଆଁ ଲିଭା କାର୍ଯ୍ୟରେ ୯ଟି ଦମକଳ ନିୟୋଜିତ ହୋଇଛି । ୭ ଲୋକଲ୍ୟାଣ ମାର୍ଗରେ ଥିବା ବାସଭବନରେ ଅଗ୍ନିକାଣ୍ଡ…

ଶ୍ରୀଜଗନ୍ନାଥ ଐତିହ୍ୟ କରିଡ଼ର ଚିଠା ଯୋଜନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦ା୧୨(ଓଡ଼ିଶା ଭାସ୍କର): ଶ୍ରଜଗନ୍ନାଥ ଐତିହ୍ୟ କରିଡ଼ର ଚିଠା ଯୋଜନାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠା ସ୍ଥାପତ୍ୟ ଯୋଜନା ନେଇ ଜନମତ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ । ଜାନୁଆରି…

ଆଇଏଏସ ବିଜୟ କେତନ ନିଲମ୍ବିତ

ଭୁବନେଶ୍ୱର, ୩୦ା୧୨(ଓଡ଼ିଶା ଭାସ୍କର): ଆଇଏଏସ ବିଜୟ କେତନ ଉପାଧ୍ୟାୟ ଚାକିରିରୁ ନିଲମ୍ବିତ ହୋଇଛନ୍ତି । ତାଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ଆଜି ଭିଜିଲାନ୍ସ ଜାଲରେ ଆଇଏଏସ ଅଧିକାରୀ ତଥା ଉଦ୍ୟାନ କୃଷି ବିଭାଗର…

କାଣ୍ଡଲା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ, ୩ମୃତ

ଗୁଜୁରାଟ, ୩୦ା୧୨: ଗୁଜୁରାଟର କାଣ୍ଡଲା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ସେହି ଅଗ୍ନିକାଣ୍ଡରେ ୩ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଏହାସହ ଦୁଇ ଜଣ ନିଖୋଜ ମଧ୍ୟ ଅଛନ୍ତି । ସେଠାରେ ରାସାୟନିକ…