fbpx

ଇରାନକୁ ଟ୍ରମ୍ପଙ୍କ ଚେତାବନୀ, ୫୨ଟି ସ୍ଥାନକୁ ଆମେରିକାର ଟାର୍ଗେଟ

ବାଗଦାଦ୍,୫ ।୧: ଦୂତାବାସ ଉପରେ ଆକ୍ରମଣ ପରେ ଇରାନକୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ । ପ୍ରାଚୀନ ଇରାନ ସଂସ୍କୃତି ଧ୍ୱଂସ କରିଦେବାକୁ ଚେତାବନୀ ଦେବା ସହ ଆମେରିକୀୟଙ୍କୁ ଆକ୍ରମଣ କଲେ କଡା ଜବାବ…

ମଧ୍ୟପ୍ରାଚ୍ୟରେ ଉତ୍ତେଜନା, ଆମେରିକା ସେନା ଶିବିରକୁ ଇରାନର ରକେଟ୍ ମାଡ଼

ବାଗଦାଦ୍ / ୱାସିଂଟନ / ତେହେରାନ୍, ୪ା୧: ବାଗଦାଦରେ ଆମେରିକାର ଏୟାର ଷ୍ଟ୍ରାଇକ ଫଳରେ ଇରାନର ଟପ କମାଣ୍ଡର କ୍ୱାସିମ ସୋଲେମାନିର ମୃତ୍ୟୁ ହୋଇଥିଲା । ଏହାପରେ ଆମେରିକା ଓ ଇରାନ ମୁହାଁମୁହିଁ ହେବା ସହ ଯୁଦ୍ଧ ପରିସ୍ଥିତି…

ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କୁ ହାଇକୋର୍ଟ ମୁଖ୍ୟ ବିଚାରପତି ଦାୟିତ୍ୱ

କଟକ, ୪ା୧(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱରେ ରହିବେ ଜଷ୍ଟିସ ସଞ୍ଜୁ ପଣ୍ଡା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଦାୟିତ୍ୱ ଦେଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ଜଷ୍ଟିସ…

୩ ସରପଞ୍ଚଙ୍କୁ ୫-ଟି ଛାଟ

ଭୁବନେଶ୍ୱର,୪ ।୧(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ‘ମୋ ସରକାର’ କାର୍ଯ୍ୟକ୍ରମରେ ୩ ସରପଞ୍ଚଙ୍କୁ ୫-ଟି ଛାଟ ଲାଗିଛି । କେନ୍ଦୁଝର ହାଟଡିହି ବ୍ଲକ ସୁଲଣା ପଞ୍ଚାୟତର ସରପଞ୍ଚ ଅଲିଭା ପଲାଇକୁ ନିଲମ୍ବିତ କରାଯାଇଛି ।…

୫ ମହାନଗରୀରେ ଖାଦ୍ୟ ସୁରକ୍ଷା ନିଯୁକ୍ତିକୁ ମଞ୍ଜୁରି

ଭୁବନେଶ୍ୱର,୪ ।୧(ଓଡିଶା ଭାସ୍କର): ରାଜ୍ୟର ୫ଟି ମହାନଗରୀରେ ନିଯୁକ୍ତ ହେବେ ସ୍ୱତନ୍ତ୍ର ଖାଦ୍ୟ ସୁରକ୍ଷା ଅଧିକାରୀ । ଏନେଇ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ନିଯୁକ୍ତିକୁ ମଞ୍ଜୁରି ମିଳିଛି ।…

ଜେଲ ଗଲେ ନିଲମ୍ବିତ ଏଏସଆଇ

ବଳଙ୍ଗା,୪ ।୧(ଓଡିଶା ଭାସ୍କର): ବଳଙ୍ଗା ଥାନା ଏଏସଆଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ମାମଲା ଏବେ ଚର୍ଚ୍ଚାରେ ରହିଛି । ଏହି ମାମଲାରେ ନିଲମ୍ବିତ ହୋଇଥିବା ଏଏସଆଇ ଚିତ୍ତରଞ୍ଜନ ଦାସଙ୍କ ଜାମିନ ନାମଞ୍ଜୁର ହୋଇଛି ।…

ଶିଶିର ସରସ ମେଳାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ ।୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଶିଶିର ସରସ ମେଳା ଉଦଘାଟିତ ହୋଇଯାଇଛି । ଏହି ମେଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ…

ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ଇରଫାନ୍ ପଠାନ

ନୂଆଦିଲ୍ଲୀ,୪ ।୧: ଦ୍ରୁତ ବୋଲର ଇରଫାନ୍ ପଠାନ ଆଜି ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି । ୧୫ ବର୍ଷର ଅନ୍ତରାଷ୍ଟ୍ରୀୟ କ୍ୟାରିୟରକୁ ସେ ଆଜି ଅଲବିଦା କହିଛନ୍ତି । କିନ୍ତୁ ସେ…