CHARIDHAM

ସୁନ୍ଦରପଦା ହତ୍ୟାକାଣ୍ଡ: ଦୁଇ ଗୋଷ୍ଠୀର କଳହରେ ଦୀପକ କାହିଁକି ବଳି ପଡ଼ିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ନୂଆବର୍ଷ ଦିନ ରାଜଧାନୀ ଉପକଣ୍ଠର ସୁନ୍ଦରପଦାର ବୁଧମଣ୍ଡପ ନିକଟରେ ଏକ ହତ୍ୟାକାଣ୍ଡ ଘଟିଥିଲା । ଭୋଜିକୁ ନେଇ ହୋଇଥିବା ଏହି ଗଣ୍ଡଗୋଳରେ ସୁନ୍ଦରପଦାର ନୂଆସାହିର ଦୀପକ ରାଉତରାୟ ପ୍ରାଣ…

ଆସନ୍ତା ସପ୍ତାହରୁ ରାଜଧାନୀବାସୀଙ୍କ ପାଇଁ କଠୋର ଆଇନ୍: ଏଣିକି ଆମ୍ବୁଲାନ୍ସକୁ ନ ଛାଡ଼ିଲେ ୧୦ ହଜାର ଜରିମାନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି କେହି ଟ୍ରାଫିକ ପୋଷ୍ଟର ବାମପାଖରେ ଗାଡ଼ି ରଖିପାରିବେ ନାହିଁ । ମଝି ରାସ୍ତାରେ ଗାଡ଼ି ରଖି ଗ୍ରୀନ୍ ସିଗନାଲକୁ ଅପେକ୍ଷା କରିବେ । ଯଦି ଏଥିରେ ସାମାନ୍ୟ ବ୍ୟତିକ୍ରମ ଘଟିବ, ତେବେ ତଣ୍ଡ…

(See Video) ତପସ୍ୱିନୀ-ସୁମିତଙ୍କ ବିବାଦରେ ଆଗକୁ କ’ଣ ଘଟିବ, ସାମ୍ନାକୁ ଆସୁଛି ଏହି ୫ଟି ଦିଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁଚର୍ଚ୍ଚିତ ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ଦାମ୍ପତ୍ୟ ବିବାଦ ଥମିବାର ନାଁ ଧରୁନାହିଁ । ତେବେ ଇତିମଧ୍ୟରେ ତପସ୍ୱିନୀ ତାଙ୍କର ଶ୍ୱଶୁର ଘର ମଧ୍ୟକୁ ପ୍ରଶାସନିକ…

ପଞ୍ଚାୟତ ନିର୍ବାଚନ ନେଇ ବୈଠକରେ କଣ କହିଲେ ଆୟୋଗ, ଜାଣନ୍ତୁ ବିସ୍ତୃତରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ନେଇ ବୈଠକ ପରେ ରାଜ୍ୟ ନିର୍ବାଚନ କମିସନ ପକ୍ଷରୁ ସୂଚନା ଦିଆଯାଇଛି । ଆୟୋଗ ପକ୍ଷରୁ କୁହାଯାଇଛି ଯେ, ମୁଖ୍ୟ ସଚିବ, ଏସଆରସି, ସ୍ୱାସ୍ଥ୍ର ବିଭାଗ ଏସିଏସ୍ ଙ୍କ ସହିତ…

ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ କଟକଣା

ପୁରୀ(ଓଡ଼ିଶା ଭାସ୍କର): ଆସନ୍ତା ସୋମବାରରୁ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହକୁ ନେଇ କଟକଣା ଲାଗିପାରେ । ନୂଆ ନିୟମ ଅନୁଯାୟୀ, ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଲୋକଙ୍କ ଶବ ସଂସ୍କାରକୁ ବାରଣ କରାଯାଇଛି । ଏଠାରେ…

ୟୁପିରେ ୬-୮ ପର୍ଯ୍ୟାୟରେ ହୋଇପାରେ ମତାଦାନ, ଜାଣନ୍ତୁ ପଞ୍ଜାବ ଓ ବାକି ରାଜ୍ୟରେ କଣ ରହିଛି ସମ୍ଭାବନା

ନୂଆଦିଲ୍ଲୀ: ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ନିର୍ବାଚନ କମିସନ ଶନିବାର ଦିନ ସାଢ଼େ ୩ଟାରେ ତାରିଖ ଘୋଷଣା କରିବାକୁ ଯାଉଛନ୍ତି । ତେବେ ନିର୍ବାଚନ କମିସନଙ୍କ ସୁତ୍ର ମୁତାବକ, ୟୁପିରେ ୬ରୁ ୮ ପର୍ଯ୍ୟାୟରେ…

ଗଞ୍ଜାମର ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଆସନ୍ତାକାଲି ଠାରୁ ଗଞ୍ଜାମର ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ । ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତି ନେଇଛନ୍ତି । ଅମାନ୍ୟ କଲେ…

ମ୍ୟାରିଟାଲ୍ ରେପ୍ ହେଉଛି ମହିଳାଙ୍କ ବିରୋଧରେ ହେଉଥିବା ଏକ ନିର୍ମମ ଅପରାଧ, ହାଇକୋର୍ଟରେ ଏପରି କହିଲେ ରାଜ୍ୟ ସରକାର

ନୂଆଦିଲ୍ଲୀ: ମ୍ୟାରିଟାଲ୍ ରେପ୍ ହେଉଛି ମହିଳାଙ୍କ ବିରୋଧରେ ହେଉଥିବା ଯୌନ ଶୋଷଣର ସବୁଠାରୁ ବଡ଼ ରୂପ । ହାଇକୋର୍ଟକୁ ଏକ ବୟାନରେ ଏପରି କିଛି କହିଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀ ହାଇକୋର୍ଟକୁ ଶୁକ୍ରବାର ଦିନ କହିଛନ୍ତି…

ଗୋଟିଏ କୁକୁରର ଜନ୍ମଦିନ ପାର୍ଟିରେ ଖର୍ଚ୍ଚ ହେଲା ୭ ଲକ୍ଷ: ଭିଡ଼ ଏତେ ହେଲା ଯେ କୋଭିଡ୍ ନିୟମ କେହି ମାନିଲେନି, ଶେଷରେ ପୋଲିସ….

ନୂଆଦିଲ୍ଲୀ: ଅନେକ ଲୋକ ନିଜ ପରିବାରରେ ପୋଷା କୁକୁରମାନଙ୍କୁ କେବଳ ଏକ ଗୃହପାଳିତ ପଶୁ ନୁହେଁ ବରଂ ଜଣେ ଫ୍ୟାମିଲି ସଦସ୍ୟ ଭାବେ ଗ୍ରହଣ କରିନେଇଥାନ୍ତି । ବର୍ତ୍ତମାନର ଇଣ୍ଟରନେଟ ଯୁଗରେ କିଛି ବ୍ୟକ୍ତି ନିଜର ପୋଷା…

ଆଜି ସାଢ଼େ ୩ଟାରେ ECଙ୍କ ପ୍ରେସମିଟ୍

ନୂଆଦିଲ୍ଲୀ: ଆଜି ସାଢ଼େ ୩ଟା ବେଳେ ନିର୍ବାଚନ କମିସନଙ୍କ ପ୍ରେସମିଟ୍ ହେବାକୁ ଯାଉଛି । ୫ଟି ରାଜ୍ୟର ନିର୍ବାଚନ ତାରିଖ ଏହି ପ୍ରେସମିଟ୍ ରେ ଘୋଷଣା କରାଯିବ । ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆର ନିର୍ବାଚନ…