ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ହର୍ଷବର୍ଦ୍ଧନ
ଭୁବନେଶ୍ୱର,୨୫ା୧୨(ଓଡ଼ିଶା ଭାସ୍କର): ଓଡ଼ିଶାର ୬ ଆକାଂକ୍ଷୀ ଜିଲ୍ଲା ହସ୍ପିଟାଲକୁ ମେଡ଼ିକାଲ କଲେଜ କରାଯିବ । ଆଉ ଦୁଇଟି ଜିଲ୍ଲା ପାଇଁ ବିଚାର ବିମର୍ଶ ଚାଲିଛି । ସାରା ଦେଶରେ ୭୫ଟି ଆକାଂକ୍ଷୀ ଜିଲ୍ଲା ହସ୍ପିଟାଲକୁ…