ଗୋଟିଏ ପରିବାରରୁ ଚାଲିଗଲା ୩ ଜୀବନ, ୨ ଗୁରୁତର

ମାଲକାନଗିରି, ୧୫ ।୧୦(ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲା କତେଲି ଗାଁରେ ଆଜି ଘଟିଯାଇଛି ଏକ ଅଭାବନୀୟ ଘଟଣା । ଏକା ସାଙ୍ଗରେ ଚାଲିଗଲା ଗୋଟିଏ ପରିବାରର ୩ ଭାଇ-ଭଊଣୀଙ୍କ ଜୀବନ । ମାଆ ଓ ଝିଅ ଗୁରୁତର ଅବସ୍ଥାରେ…

ବନ୍ଧାହେଲେ କୋଟିପତି ହିନ୍ଦୀ ଶିକ୍ଷକ

ବ୍ରହ୍ମପୁର, ୧୫ ।୧୦(ଓଡିଶା ଭାସ୍କର): ବ୍ରହ୍ମପୁରରେ ଭିଜିଲାନ୍ସ ଦ୍ୱାରା ବନ୍ଧା ହୋଇଛନ୍ତି କୋଟିପତି ହିନ୍ଦୀ ଶିକ୍ଷକ । ଝାଡାଙ୍କୁଲି ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁଙ୍କୁ ଆଜି ଗିରଫ କରିଛି…

ଶନିବାରରୁ ଫ୍ରାନ୍ସରେ କର୍ଫ୍ୟୁ

ଫ୍ରାନ୍ସରେ କର୍ଫ୍ୟୁୁ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । କରୋନା ମହାମାରୀର ଦ୍ୱିତୀୟ ଲହରିକୁ ଦୃଷ୍ଟିରେ ରଖି ଏହି ଘୋଷଣା କରାଯାଇଛି । ୪ ସପ୍ତାହ ଧରି ପ୍ୟାରିସ ସମେତ ୯ଟି ସହରରେ କର୍ଫ୍ୟୁ ଜାରି ରହିବ…

ଗଞ୍ଜାମର ୭ଟି ଗାଁ ଯୋଗାଯୋଗରୁ ବିଚ୍ଛିନ୍ନ

ଗଞ୍ଜାମ, ୧୫ ।୧୦(ଓଡିଶା ଭାସ୍କର): ଲଘୁଚାପ ଜନିତ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଗଞ୍ଜାମର ନାରାୟଣପୁର-ଆଲିପୁର ରାସ୍ତାରେ ଆଣ୍ଠୁଏ ପାଣି ହୋଇଛି । ବର୍ଷା ଯୋଗୁଁ ୭ଟି ଗାଁକୁ ଯୋଗାଯୋଗ…

ରାଜ୍ୟରେ ୧୭ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୫ ।୧୦(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ । ଆଜି ୨୪୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ…

ଟ୍ୱିନ୍ ସିଟିରେ ଅପରାହ୍ଣ ୧୨ଟା ୩୦ଟା ଯାଏଁ ବର୍ଷିବ

ଭୁବନେଶ୍ୱର,୧୫ ।୧୦(ଓଡିଶା ଭାସ୍କର): କଟକ ଓ ଭୁବନେଶ୍ୱରରେ ଅପରାହ୍ନ ସାଢେ ୧୨ ଯାଏଁ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆଜି ଅପରାହ୍ଣ ୧୨ଟା ୩୦ଟା ଯାଏ ଟ୍ୱିନ ସିଟିରେ ବର୍ଷା ସହ…

ରାଜ୍ୟର ୩୦ ଜିଲ୍ଲାରୁ ୨୪୭୦ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୫ ।୧୦(ଓଡିଶା ଭାସ୍କର): ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୨୪୭୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ…

ଦେଶରେ ଦିନକରେ କୋରୋନାରେ ୬୮୦ ମୃତ

ନୂଆଦିଲ୍ଲୀ,୧୫ ।୧୦: ଦେଶରେ ଗତ ୨୪ ଘଣ୍ଟାରେ କରୋନା ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା କମିଛି । ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୧ ହଜାର ୨୬୬ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୭ ହଜାର ୭୦୮ ନୂଆ…