ମରିବାର ନାଟକ ରଚି ସଉତୁଣୀ ସହ ମଉଜ କରୁଥିଲା ସ୍ୱାମୀ, ୮ ବର୍ଷ ହେବ ଦେଉଥିଲା ଧୋକା, ରିଲ୍ସ ଧରାଇଦେଲା ସତ
ଉତ୍ତରପ୍ରଦେଶ: ୮ ବର୍ଷ ହେବ ସ୍ୱାମୀର ମିଳୁନଥିଲା କୌଣସି ଖୋଜ ଖବର। ହଠାତ ଇନ୍ଷ୍ଟାଗ୍ରାମରେ ଅନ୍ୟ ଯୁବତୀଙ୍କ ସହ ସ୍ୱାମୀକୁ ଦେଖିଳେ ସ୍ତ୍ରୀ। ପାଦ ତଳୁ ମାଟି ଖସିଗଲା। ଯେଉଁ ସ୍ୱାମୀକୁ ମୃତ ଭାବି ସେ ୮ ବର୍ଷ ହେବ…