CHARIDHAM

ଏଣିକି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ମିଳିବ ଜାତି ପ୍ରମାଣପତ୍ର, ଆସନ୍ତା ଡିସେମ୍ବରରୁ ଆରମ୍ଭ ହେବ ପ୍ରକ୍ରିୟା

ନୂଆଦିଲ୍ଲୀ: ଏଣିକି ସ୍କୁଲମାନଙ୍କରେ ତିଆରି ହେବ ଜାତି ପ୍ରମାଣପତ୍ର । ଆସନ୍ତା ୨୯ ତାରିଖ ପରେ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏନେଇ ବିଧାନସଭା ଅଧିବେଶନରେ ଘୋଷଣା…

ଗେଟ୍ ଭିତରେ ସମାଜସେବୀ ପ୍ରମିଳା ଓ ତପସ୍ୱିନୀ କ’ଣ କରୁଛନ୍ତି, ଦେଖନ୍ତୁ VIDEO

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୁମିତ ସାହୁ ଓ ତପସ୍ୱିନୀ ଦାଶଙ୍କ ଦାମ୍ପତ୍ୟ କଳହ ଚରମସୀମାରେ ପହଞ୍ଚିଛି । ଗତକାଲି ଏସଡିଜେଏମ କୋର୍ଟ ପୁରୁଣା ରାୟକୁ ପୁନର୍ବାର ଦୋହରାଇଥିଲେ । ଏକ ଭଡ଼ାଘରେ ତପସ୍ୱିନୀଙ୍କୁ ରଖିବା ସହ…

ଭାକସିନ୍ ସାର୍ଟିଫିକେଟରୁ ମୋଦୀଙ୍କ ଫଟୋ ହଟାଇବା ଆବେଦନ ପଡ଼ିଲା ମହଙ୍ଗା, ହାଇକୋର୍ଟ ଲଗାଇଲେ ୧ ଲକ୍ଷ ଟଙ୍କା ଜୋରିମାନା

ନୂଆଦିଲ୍ଲୀ: ଟିକାକରଣ ପ୍ରମାଣ ପତ୍ରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ହଟାଇବାକୁ ନେଇ ହୋଇଥିବା ଆବେଦନକୁ ଖାରଜ କରିଦିଆଯାଇଛି । କେରଳ ହାଇକୋର୍ଟ ଆଜି ଏହି ଆବେଦନକୁ ଖାରଜ କରି ଆବେଦନକର୍ତ୍ତାଙ୍କ ଉପରେ…

ବଡ଼ ଖବର: ନିୟମିତ ହେବେ RTO ଡାଟା ଏଣ୍ଟ୍ରି ଅପରେଟର

କଟକ (ଓଡ଼ିଶା ଭାସ୍କର): ଆରଟିଓରେ ଥିବା ଡାଟା ଏଣ୍ଟ୍ରି ଅପରେଟରମାନଙ୍କ ପାଇଁ ଆସିଛି ବଡ଼ ଖୁସି ଖବର । ନିୟମିତ ହେବେ ଆରଟିଓରେ ଠିକାରେ ଥିବା ଡାଟା ଏଣ୍ଟ୍ରି ଅପରେଟର । ଆଉଟ୍ ସୋର୍ସିଂରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି…

୫ ଦିନ ଘଟଗାଁ ତାରିଣୀ ଦର୍ଶନ ବନ୍ଦ, ଜାଣନ୍ତୁ କେବେଠାରୁ ?

କେନ୍ଦୁଝର(ଓଡ଼ିଶା ଭାସ୍କର): ସମ୍ଭାବ୍ୟ ଭିଡ଼ ଆଶଙ୍କାରେ ଘଟଗାଁ ତାରିଣୀ ମନ୍ଦିରରେ କଟକଣା ଲଗାଯାଇଛି । ଡିସେମ୍ବର ୨୫, ୨୬, ୩୧ ଓ ଜାରୁଆରୀ ୧,୨ ତାରିଖରେ ମା’ଙ୍କ ଦର୍ଶନ ବନ୍ଦ ରହିବ । ୫ ଦିନ ମନ୍ଦିର ବନ୍ଦ ରହିବା ନେଇ…

ଥାନାରେ ଏତଲା ଦେଲେ ସୁମିତଙ୍କ ବାପା, କହିଲେ ଏପରି

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଡାକ୍ତର ସୁମିତ-ତପସ୍ୱିନୀଙ୍କ ପାରିବାରିକ ବିବାଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ଗଡ଼ଉଛି । ସୁମିତଙ୍କ ବାପା ଅନଲାଇନ୍ ଜରିଆରେ ଥାନାରେ ଏତଲା ଦେଇଛନ୍ତି । ସୂଚନା ଯେ, ଗତକାଲି ଏକାଧିକ ମହିଳା…

ଜଣେ ମହିଳାଙ୍କ ପାଇଁ ଜନତା ବାହାରିବା ସ୍ୱାଗତଯୋଗ୍ୟ, ମାତ୍ର ସମସ୍ତଙ୍କ କ୍ଷେତ୍ରରେ ଏହା ହେବା ଜରୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବେଳକୁ ବେଳ ସମାଧାନ ହେବା ବଦଳରେ ବଗିଡ଼ିବାରେ ଲାଗିଛି ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ଦାମ୍ପତ୍ୟ କଳହ । ଗତ ୧୭ ତାରିଖରୁ ଦ୍ୱିତୀୟ ଥର ପାଇଁ ଶ୍ୱଶୁର ପ୍ରମୋଦ ସାହୁଙ୍କ ଘର ଆଗରେ…

Disney+ Hotstarର ଜବଦରସ୍ତ ଅଫର୍! ମାତ୍ର ୪୯ ଟଙ୍କାରେ ଫିଲ୍ମ ଓ ୱେବ ସିରିଜ ଦେଖିବାର ନିଅନ୍ତୁ ମଜା

ନୂଆଦିଲ୍ଲୀ: ଆଣ୍ଡ୍ରଏଡରେ ନିଜ ଗ୍ରାହକମାନଙ୍କ ପାଇଁ ଏକ ନୂଆ ମାସିକ ମୋବାଇଲ ପ୍ଲାନର ଟେଷ୍ଟ ଆରମ୍ଭ କରିଛି Disney+ Hotstar । ଏହି ମୋବାଇଲ ପ୍ଲାନ ସିଲେକ୍ଟ ପେମେଣ୍ଟ ପଦ୍ଧତି ଉପରେ ଏକ ପ୍ରାରମ୍ଭିକ ଅଫର ଅଧିନରେ…

ଶାରୀରିକ ସମ୍ବନ୍ଧ ପରେ ବିବାହ ପାଇଁ ମନା କରିବା ଧୋକା ନୁହେଁ: ହାଇକୋର୍ଟ

ମୁମ୍ବାଇ: ଲମ୍ବା ସମୟ ପର୍ଯ୍ୟନ୍ତ ଶାରିରୀକ ସମ୍ବନ୍ଧ ରଖିବା ପରେ ଯଦି କୌଣସି ବ୍ୟକ୍ତି ବିବାହ ପାଇଁ ମନା କରୁଛି ତେବେ ତାକୁ ଅପରାଧ ବୋଲି ଧରାଯିବ ନାହିଁ । ଏକ ମାମଲାର ଶୁଣାଣି କରିବା ସମୟରେ ବମ୍ବେ ହାଇକୋର୍ଟ ଏହିଭଳି…

୨ ଛାତ୍ରୀଙ୍କୁ ନେଇ ରସିକିଆ ଟ୍ୟୁସନ୍ ସାର୍ ଛୁ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀର ବଡ଼ଗଡ଼ ଅଞ୍ଚଳରୁ ୨ ଜଣ ଛାତ୍ରୀଙ୍କୁ ନେଇ ରସିକିଆ ଟ୍ୟୁସନ୍ ସାର୍ ଫେରାର୍ ହୋଇଯାଇଛନ୍ତି । ଘଟଣାକୁ ନେଇ ଏବେ ବଡ଼ଗଡ଼ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଏନେଇ ଛାତ୍ରୀଙ୍କ ପରିବାର…