fbpx

ପରଲୋକରେ ଆଲବମ୍ କୁଇନ ଦୀପା ସାହୁ

ଭୁବନେଶ୍ୱର, ୨୭ା୭(ଓଡ଼ିଶା ଭାସ୍କର) : ଆଲବମ୍ କୁଇନ ଦୀପା ସାହୁଙ୍କ ଆଜି ପରଲୋକ ଘଟିଛି । ସେ ଜରାୟୁ କ୍ୟାନସରରେ ପୀଡ଼ିତ ଥିଲେ । ଭୁବନେଶ୍ୱର ସ୍ଥିତ ସ୍ପର୍ଶ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ସେ ଶତାଧିକ ଆଲବମରେ…

ଅଭିଷେକ ବଚ୍ଚନ ସେୟାର କଲେ ଗୁଡନ୍ୟୁଜ୍

ମୁମ୍ବାଇ,୨୭ ।୭: ବଚ୍ଚନ ପରିବାରର ବୋହୂ ବା ଅଭିନେତ୍ରୀ ଐଶ୍ୱର୍ଯ୍ୟା ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ରିପୋର୍ଟ କରୋନା ନେଗେଟିଭ୍ ଆସିଛି । ଏହି ଗୁଡନ୍ୟୁଜକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ଜରିଆରେ…

୨୨ OPSଙ୍କୁ ପଦୋନ୍ନତି

ଭୁବନେଶ୍ୱର,୨୭ ।୭(ଓଡିଶା ଭାସ୍କର): କରୋନା ସଙ୍କଟ ସମୟରେ ରାଜ୍ୟର ୨୨ ଓଡିଶା ପୋଲିସ ସେବା ଅଧିକାରୀଙ୍କର ପଦୋନ୍ନତି ହୋଇଛି । ଉପଆରକ୍ଷୀ ଅଧୀକ୍ଷକ ପଦରୁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଭାବେ ପଦୋନ୍ନତି କରାଯାଇଛି ।…

ଭୁବନେଶ୍ୱରରେ ଆଜି ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରୁ କେତେ

ଭୁବନେଶ୍ୱର, ୨୭ା୭(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏହାରି ମଧ୍ୟରେ ଆଜି ମଧ୍ୟ ଭୁବନେଶ୍ୱରରୁ ୧୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୫୯ଜଣଙ୍କ…

ଖାଇବା ପରେ ପାଣି ପିଇବା ବିଷ ସହ ସମାନ, ଜାଣନ୍ତୁ କାରଣ

ଆର୍ୟୁବେଦ ଅନୁସାରେ, ଭୋଜନ ପରେ ପାଣି ପିଇବା ବିଷ ସହ ସମାନ । କାହିଁକି ନା ତୁରନ୍ତ ପାଣି ପିଇବାର ପ୍ରଭାବ ସିଧାସଳଖ ପାଚନକ୍ରିୟା ଉପରେ ପଡିଥାଏ । ଏପରିକି ହୃଦଘାତ ଭଳି ସମସ୍ୟା ଦେଖାଯିବାର ସମ୍ଭାବନା ଥାଏ ବୋଲି ଖାଦ୍ୟ…

ଶ୍ରାବଣ ମାସରେ ନିଆଁରେ ଜଳୁଛି ଓଡ଼ିଶା

ଭୁବନେଶ୍ୱର, ୨୭ା୭(ଓଡ଼ିଶା ଭାସ୍କର): ବର୍ତ୍ତମାନ ଏବେ ଶ୍ରାବଣ ମାସ ଚାଲିଛି । ଏହି ସମୟରେ ଧାରା ବର୍ଷା ଲାଗି ରହିଥାଏ । କିନ୍ତୁ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ବର୍ଷା ହେବା ବଦଳରେ ଅସହ୍ୟ ଖରାକୁ ତାତି ହେଉଛି ।…